ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

କେସିଙ୍ଗଟନ ଓଭାଲ,୨୭।୭: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ସିରିଜରେ ଗୁରୁବାର ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ…

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୭ , ୨୦୨୩ )

ଗୁରୁବାରଦିନ ଭୁବନେଶ୍ୱରର କୁଆଖାଇ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି ଗୁରୁବାର ଦିନ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଶାସ୍ତ୍ରୀୟ ଏବଂ ଲୋକନୃତ୍ୟ ବାଦ୍ୟଯନ୍ତ୍ର ସଂଗ୍ରହାଳୟର ଉଦଘାଟନ ରାଜଧାନୀ…

ଦାବି ପୂରଣ ନ ହେଲେ ୨୦୨୪ ଭୋଟ ବର୍ଜନ

ବାଲିଗୁଡ଼ା,୨୭।୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଟିକାବାଲି ବ୍ଲକ ଅଧୀନ କଇଁଝର ପଞ୍ଚାୟତରେ କିଛି ବର୍ଷ ହେଲା ଏକ ବିଏସ୍‌ଏନ୍‌ଏଲ୍‌ ଟାୱାର୍‌ ସ୍ଥାପନ କରାଯାଇଛି।…

ଜ୍ଞାନବ୍ୟାପୀ ସର୍ଭେ ମାମଲାର ଶୁଣାଣି ଶେଷ, ଅଗଷ୍ଟ ୩ରେ ଆସିବ ରାୟ

ବାରାଣସୀ,୨୭।୭: ବାରାଣସୀ ସ୍ଥିତ ଜ୍ଞାନବ୍ୟାପୀ ମସଜିଦ ପରିସରର ବୈଜ୍ଞାନିକ ସର୍ଭେ ମାମଲାରେ ଆହ୍ଲାବାଦ କୋର୍ଟର ମୁଖ୍ୟ ବିଚାରପତି ପ୍ରିତିଙ୍କର ଦିବାକର ଗୁରୁବାର ଏହାର ଶୁଣାଣି ଶେଷ କରିଛନ୍ତି।…

ଗ୍ରୀକ୍‌ ଗର୍ଲଫ୍ରେଣ୍ଡଙ୍କୁ ବିବାହ କଲେ କୁଣ୍ଡଲି ଭାଗ୍ୟ ଫେମ୍‌ ମାନୀତ

ମୁମ୍ବାଇ: କୁଣ୍ଡଲି ଭାଗ୍ୟ ଫେମ୍‌ ଅଭିନେତା ମାନୀତ ଜୌରା ତାଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତ। ସେ ଦୀର୍ଘ ଦିନ ଧରି ଗ୍ରୀକ୍‌ ଗର୍ଲଫ୍ରେଣ୍ଡ…

ବିଶ୍ୱକପ ପାଇଁ ପ୍ରସ୍ତୁତ ଧର୍ମଶାଳା ଷ୍ଟାଡିୟମ

ଶିମଲା,୨୭।୭: ୨୦୨୩ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏହାର ପ୍ରଥମ ମ୍ୟାଚ ଅହମ୍ମଦାବାଦରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଭାରତର ୧୦ଟି ସହରରେ ବିଶ୍ୱକପର…

ବ୍ରାଣ୍ଡସକୁ ଜବାବ ଦେଲେ ମସ୍କ, ଏକ୍ସ ଉପରେ ହଜାରେ ଡଲାର ମାସକୁ ଦିନ ନାହିଁତ ଗୋଲ୍ଡ ଟିକ ଭୁଲି ଯାଅ

ଓ୍ବାଶିଂଟନ,୨୭।୭: ଟୁଇଟରରେ ଏକେ କୌଣସି ବ୍ରାଣ୍ଡକୁ ନିଜ ଆକାଉଣ୍ଟ ଉପରେ ଗୋଲ୍ଡ ଟିକ ପାଇଁ ଅତିକମରେ ୧୦୦୦ ଡଲାର ମନ୍ଥଲି ଫିଜ ଦେବାକୁ ପଡିବ। ଏଲନ ମସ୍କଙ୍କ…

କିମ୍ସରେ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର

ଭୁବନେଶ୍ୱର,୨୭ା୭(ଅସମାପିକା ସାହୁ): ମେରୁଦଣ୍ଡ ବଙ୍କା ହୋଇଯାଇଥିବା ଜନୈକା ବାଳିକାଙ୍କଠାରେ ସଫଳ ଅସ୍ତ୍ରୋପଚାର କରି ଏହାକୁ ସଳଖ କରି ପାରିଛନ୍ତି କିମ୍ସର ଡାକ୍ତର। ସ୍କୋଲିଓସିସ୍‌ ନାମକ ଗୁରୁତର ମେରୁଦଣ୍ଡ…

୨୦୨୪ ମିଶନ ପାଇଁ ଭାଜପାର ‘ଏନ ମନ, ଏନ ମକ୍କାଲ’ ଯାତ୍ରା, ରାମେଶ୍ୱରମରୁ ଆରମ୍ଭ କରିବେ ଶାହା

ମଦୁରାଇ,୨୭।୭: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାର ତଥା ନିଜର ଲୋକପ୍ରିୟତା ବଢାଇବାକୁ ନେଇ ‘ଏନ ମନ, ଏନ ମକ୍କାଲ’(ମୋ…

‘ମୋତେ ଆଜିଯାଏ ପ୍ରକୃତ ପ୍ରେମ ମିଳିନାହିଁ’

ମୁମ୍ବାଇ: କୁହାଯାଏ, ପ୍ରକୃତ ପ୍ରେମ ସହଜରେ ମିଳି ନ ଥାଏ। ଯାହାଙ୍କୁ ମିଳିଥାଏ ସେ ଭାଗ୍ୟବାନ ବୋଲି ଧରାଯାଏ। ବଲିଉଡ୍‌ ଫିଲ୍ମରେ ୩ ଘଣ୍ଟା ମଧ୍ୟରେ ଆମେ…