ସାଇଲେନ୍ସ-୨କୁ ନେଇ ଆଶାବାଦୀ ମନୋଜ ବାଜପେୟୀ…

ମୁମ୍ବାଇ : ଜାତୀୟ ପୁରସ୍କାର ବିଜେତା ଅଭିନେତା ମନୋଜ ବାଜପେୟୀଙ୍କ ଚଳଚ୍ଚିତ୍ର ସାଇଲେନ୍ସର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଥିବା ଦର୍ଶକଙ୍କ ପ୍ରତୀକ୍ଷା ଶେଷ ହୋଇଛି। ଏହି ଅଭିନେତା…

ମାଲିଙ୍ଗାଙ୍କ ଭୟ: ବୋଲିଂ ଇଞ୍ଚେ ଏପଟ ସେପଟ ହେଲେ ଧୋନୀ ମାରିଦେବେ ଛକା…

ନୂଆଦିଲ୍ଲୀ,୨୬।୭ : ମହେନ୍ଦ୍ର ସିଂ ଧୋନୀ ଏପରି ଏକ ନାମ ଯାହାଙ୍କୁ ସମଗ୍ର ଭାରତର କ୍ରିକେଟ ପ୍ରେମୀ ଭଲ ପଆନ୍ତି। ଧୋନୀ ଟିମ ଇଣ୍ଡିଆର ସବୁଠାରୁ ସଫଳ…

ହରମନପ୍ରୀତଙ୍କ ଉପରେ ରାଗିଗଲେ ପାକିସ୍ତାନ କ୍ରିକେଟର୍‌

ଇସଲାମାବାଦ,୨୬।୭:ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନ୍‌ପ୍ରୀତ କୌରଙ୍କୁ ପରବର୍ତ୍ତୀ ଦୁଇ ଅନ୍ତର୍ଜାତୀୟ ମ୍ୟାଚରୁ ସସ୍‌ପେଣ୍ଡ କରାଯାଇଛି। ଶନିବାର ଢାକାଠାରେ ବାଂଲାଦେଶ ବିପକ୍ଷ ଆଇସିସି ମହିଳା ଚାମ୍ପିୟନଶିପ୍‌…

ମଣିପୁର ଯୌନହିଂସାକୁ ନେଇ ଆମେରିକା ରଖିଲା ପ୍ରତିକ୍ରିୟା, କହିଲା ପୀଡିତାଙ୍କୁ ନ୍ୟାୟ ପ୍ରଦାନରେ ଭାରତ ସରକାରଙ୍କ ଚେଷ୍ଟାକୁ ସମର୍ଥନ କରୁଛୁ

ଓ୍ବାଶିଂଟନ୍‌,୨୬।୭: ମଣିପୁର ଯୌନହିଂସାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଉଛି। ସେପଟେ ଏହି ମାମଲାରେ ଆମେରିକାର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆମେରିକା ଏହି ବିଷୟକୁ ଭୟାନକ ଏବଂ…

ଧୋଇଗଲା କସପଙ୍କା ପୋଲ ସଂଯୋଗୀକରଣ ରାସ୍ତା: ଯାତାୟତରେ ବାଧାପ୍ରାପ୍ତ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୨୬।୭(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ଦୁର୍ଗମ ତାମାଙ୍ଗି ଗ୍ରାମକୁ ସଂଯୋଗୀକରଣ କରୁଥିବା କସପଙ୍କାଠାରେ ନବ ନିର୍ମିତ ପୋଲର ସଂଯୋଗୀକରଣ ରାସ୍ତା…

ପାର୍ଲାମେଣ୍ଟ ଆଗରେ ଏମ୍‌ପି ରାଘବ ଚଢାଙ୍କ ମୁଣ୍ଡକୁ ଖୁମ୍ପିଦେଲା କାଉ: ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୬।୭: ମୌସୁମୀ ଅଧିବେଶନରେ ଭାଗ ନେବାକୁ ପାର୍ଲାମେଣ୍ଟ ଭବନକୁ ଆସୁଥିବାବେଳେ ରାଜ୍ୟ ସଭା ଏମ୍‌ପି ରାଘବ ଚଢାଙ୍କୁ କାଉ ଖୁମ୍ପି ଦେଇଛି। ଏହି ଘଟଣାର ଫଟୋ ସୋସିଆଲ…

ତାରକା ଚିହ୍ନିତ ୫୦୦ ଟଙ୍କିଆ ନୋଟ ନକଲି, ଜାଣନ୍ତୁ ସୋସିଆଲ ମିଡ଼ିଆରେ ପ୍ରଚାରିତ ଗୁଜବର ପ୍ରକୃତ ସତ୍ୟ…

ନୂଆଦିଲ୍ଲୀ,୨୬।୭ : ଅନେକ ନୋଟ ଦୈନନ୍ଦିନ କାର୍ଯ୍ୟରେ ଆମ ହାତକୁ ଆସେ ଏବଂ ତା’ପରେ ବଜାରକୁ ଯାଏ। ଯେଉଁଥିରେ ୧୦ ଟଙ୍କାରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ…

ଅଷ୍ଟ୍ରେଲିଆ ସମୁଦ୍ର ତଟରେ ୫୧ଟି ପାଇଲଟ ତିମିଙ୍କ ମୃତ୍ୟୁ

ଅଷ୍ଟ୍ରେଲିଆ ସମୁଦ୍ର ତଟରେ ୫୧ଟି ପାଇଲଟ ତିମିଙ୍କର ମୃତ୍ୟୁ ଘଟିଛି। ପାର୍କ ଏବଂ ୱାଇଲ୍ଡ ଲାଇଫ ସର୍ଭିସ କହିଛି, ପଶ୍ଚିମ ଅଷ୍ଟ୍ରେଲିଆର ଚେନ୍ସ ବେଳାଭୂମିରେ ପ୍ରାୟ ୧୦୦…

ଝିଅ ପ୍ରେମରେ ନ ପଡ଼ିବା ପାଇଁ ଏମିତି କାମ କରୁଥିଲେ ଶ୍ୱେତା ତିଓ୍ବାରୀ

ଟିଭି ଇଣ୍ଡଷ୍ଟ୍ରିର ଆଗଧାଡିର ନାୟିକା ଶ୍ୱେତା ତିୱାରୀ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଅଭିନୟରେ ସେ ଯେତିକି ଗମ୍ଭୀର ବ୍ୟକ୍ତିଗତ ଜୀବନରେ ମଧ୍ୟରେ ସେ…

ଆବଶ୍ୟକ ହେଲେ ଏଲଓସି ପାର କରିବୁ: କାରଗିଲ ବିଜୟ ଦିବସରେ ରାଜନାଥଙ୍କ ହୁଙ୍କାର…

ନୂଆଦିଲ୍ଲୀ,୨୬।୭ : ବୁଧବାର ସମଗ୍ର ଦେଶ ୨୪ ତମ କାରଗିଲ ବିଜୟ ଦିବସ ପାଳନ କରୁଛି ଏବଂ ଅମର ସହିଦମାନଙ୍କୁ ଅଭିବାଦନ ଜଣାଉଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ…