ଭାରତରେ ୧୦.୧ କୋଟି ମଧୁମେହ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୦ା୬(ଆଇଏଏନ୍‌ଏସ୍‌): ଭାରତରେ ୩୧ କୋଟି ୫୦ ଲକ୍ଷ ଲୋକଙ୍କର ଉଚ୍ଚ ରକ୍ତଚାପ ରହିଥିବାବେଳେ ୧୦ କୋଟି ୧୦ ଲକ୍ଷ ଲୋକ ମଧୁମେହ ଆକ୍ରାନ୍ତ। ଭାରତୀୟ ଭେଷଜ ଗବେଷଣା…

ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକରେ ପରିବର୍ତ୍ତନକୁ ବିରୋଧ

ନୂଆଦିଲ୍ଲୀ,୧୦ା୬(ପି.ଟି.): ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ନିକଟରେ ସ୍କୁଲ ପାଠ୍ୟପୁସ୍ତକଗୁଡ଼ିକରୁ ବହୁ ବିଷୟ ଅଯଥା କାଟିଦେବା ଓ ହଟାଇଦେଇଥିବାରୁ ପୁସ୍ତକର ଉପଦେଷ୍ଟାମାନେ ଏହାର ପ୍ରତିବାଦ…

ପାକିସ୍ତାନ ଆଣିଲା ୧.୮ ଲକ୍ଷ କୋଟିର ପ୍ରତିରକ୍ଷା ବଜେଟ

ଇସ୍‌ଲାମାବାଦ, ୧୦ା୬: ଗୁରୁତର ଆର୍ଥତ୍କ ସଙ୍କଟ ମଧ୍ୟରେ ଥିବା ପାକିସ୍ତାନ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ପ୍ରତିରକ୍ଷା କ୍ଷେତ୍ର ଲାଗି ୧.୮ ଲକ୍ଷ କୋଟି ଟଙ୍କାର ବଜେଟ…

ମଣିପୁରରେ ସାନି ହିଂସା: ୩ ମୃତ

ଗୁଆହାଟୀ/ନୂଆଦିଲ୍ଲୀ, ୧୦ା୬: ମଣିପୁର ହିଂସା ଥମିବା ନାଁ ନେଉନି। କିଛିଦିନର ନୀରବତା ପରେ ଶୁକ୍ରବାର ସେଠାରେ ସାନି ହିଂସାକାଣ୍ଡ ଦେଖାଦେଇଛି। ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କର…

ପ୍ରଶାସନିକ ଅନୁମୋଦନ ଅପେକ୍ଷାରେ ୨ ବ୍ୟାରେଜ

ସୋନପୁର,୧୦।୬(ନି.ପ୍ର.): ମହାନଦୀର ଖଇରମାଳ ଓ ଗୋଧନେଶ୍ୱରଠାରେ ବ୍ୟାରେଜ୍‌ ନିର୍ମାଣ ହେବ। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବ୍ୟାରେଜ ନିର୍ମାଣ ସମ୍ପର୍କିତ ପ୍ରସ୍ତାବ ପ୍ରଶାସନିକ ଅନୁମୋଦନ ପାଇଁ…

ସରକାରଙ୍କ ନାଁରେ ପୁଞ୍ଜିପତି ଅର୍ଥ ବ୍ୟବସ୍ଥାକୁ ଅକ୍ତିଆର କରିନେଉଛନ୍ତି

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଭାରତର ଅର୍ଥ ବ୍ୟବସ୍ଥାକୁ ସରକାରଙ୍କ ନଁାରେ ପୁଞ୍ଜିପତିମାନେ ଅକ୍ତିଆର କରିନେଉଛନ୍ତି। ଦେଶର ଅର୍ଥ ବ୍ୟବସ୍ଥାର ଭବିଷ୍ୟତ ସରକାରଙ୍କ ଉପରେ ନିିର୍ଭର କରୁଛି। ଏହାଛଡ଼ା ଜନସାଧାରଣଙ୍କ ମଧ୍ୟ…

ନୂତନ ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ ନେଇ କାର୍ଯ୍ୟ ଆରମ୍ଭ

କୋରାପୁଟ,୧୦ା୬(ସ୍ବ.ପ୍ର.): କୋରାପୁଟ ମ୍ୟୁନିସିପାଲିଟି ପକ୍ଷରୁ ସହରରେ ଏକ ନୂତନ ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ଏନେଇ ହକି ପଡ଼ିଆଠାରେ ପ୍ରାରମ୍ଭିକ କର୍ଯ୍ୟ ଆରମ୍ଭ ହେଇଥିବା ପୌରାଧ୍ୟକ୍ଷ ଲଲାଟ…

କାଳବୈଶାଖୀ: ଉଡ଼ିଲା ଛପର,ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟି

କୋରାପୁଟ /ନାରାୟଣପାଟଣା, ୧୦ା୬(ସ୍ବ.ପ୍ର./ଡି.ଏନ୍‌.ଏ.): କାଳବୈଶାଖୀର ପ୍ରଭାବ କୋରାପୁଟ ଜିଲାର ନାରାୟଣପାଟଣାରେ ଶୁକ୍ରବାର ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ ବୋହି ଦୁଇଟି ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିବା ସହ…

ଆନ୍ଧ୍ରରୁ ଆସିବ ରଥଟଣା ଦଉଡ଼ି

ନବରଙ୍ଗପୁର,୧୦।୬ (ବି.ପ୍ର.): ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ୨୦୨୩ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲାପାଳ ଡ଼ଃ କମଳ ଲୋଚନ…

୪ଶହ ପିଲାଙ୍କୁ ଜଣେ ଅଧ୍ୟାପକ

ନବରଙ୍ଗପୁର,୧୦।୬(ବି.ପ୍ର.): ଭିତ୍ତିଭୂମି ଅଭାବରୁ ନବରଙ୍ଗପୁରରେ ଭୁଶୁଡ଼ି ପଡ଼ିଛି ଉଚ୍ଚଶିକ୍ଷାର ମୂଳଦୁଆ। ଆବଶ୍ୟକ ଅଧ୍ୟାପକ ଅଭାବରୁ ଦୋହଲିଯାଇଛି ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷା ଗ୍ରହଣ ଆଗ୍ରହ। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲାର…