ଜ୍ଞାନବ୍ୟାପୀକୁ ନେଇ ଯୋଗୀ ଦେଇଥିବା ବୟାନ ଅସାମ୍ବିଧାନିକ: ଓଓ୍ବାଇସି

ନୂଆଦିଲ୍ଲୀ,୩୧।୭: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜ୍ଞାନବ୍ୟାପୀ ମସଜିଦକୁ ନେଇ ଦେଇଥିବା ବୟାନକୁ ନେଇ ଏବେ ବିବାଦ ଉପୁଜିଛି। ଏହାରି ଭିତରେ ଯୋଗୀ ଆଦିତ୍ୟନାଥ ପ୍ରଶ୍ନ…

କାଉନସିଲରଙ୍କ ସ୍ବାମୀଙ୍କୁ ଗୁଳିମାଡ଼

ପାଟନା,୩୧।୭: ବିହାର ରାଜଧାନୀ ପାଟଣାର କୁର୍ଜି ଅଞ୍ଚଳ ସୋମବାର ଗୁଳି ଫୁଟିଛି। କାଉନସିଲରଙ୍କ ସ୍ବାମୀ ନୀଲେଶ ମୁଖିଆଙ୍କ ଉପରକୁ କେତେକ ଦୁର୍ବୃତ୍ତ ଗୁଳି କରିଛନ୍ତି। ଘଟଣା ପରେ…

କଲଭର୍ଟ ଭୁଶୁଡ଼ି ୫ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ସରକାର

ଭୁବନେଶ୍ୱର,୩୧ା୭(ଅସମାପିକା ସାହୁ): ସୋମବାର ସକାଳେ ରାୟଗଡ଼ା ଜିଲା କଲ୍ୟାଣସିଂପୁରରେ ଏକ ନିର୍ମାଣାଧୀନ କଲଭର୍ଟ ଭାଙ୍ଗି ଯିବାରୁ ୪ ଜଣ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟଣାରେ…

କଲଭର୍ଟ ଭୁଶୁଡ଼ିବା ଘଟଣା: ପହଞ୍ଚିଲେ ମନ୍ତ୍ରୀ, ବିଧାୟକ

ରାୟଗଡ଼ା,୩୧ା୭(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ଜିଲା କଲ୍ୟାଣସିଂପୁରଠାରେ ସୋମବାର ନିର୍ମାଣାଧୀନ କଲଭର୍ଟ ଭୁଶଡ଼ି ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି। କଲ୍ୟାଣସିଂପୁର…

ପଶ୍ଚିମବଙ୍ଗ ବିଧାନସଭାରେ ମଣିପୁର ଉପରେ ପ୍ରସ୍ତାବ ଉପସ୍ଥାପନ, ମମତା କହିଲେ ମୋତେ ଜ୍ଞାନର ଆବଶ୍ୟକତା ନାହିଁ

କୋଲକାତା,୩୧।୭: ମଣିପୁର ହିଂସା ମାମଲା ଗତ ୩ ମାସ ହେବ ଚର୍ଚ୍ଚାରେ ରହିଛି। ଏହାକୁ ନେଇ ବିରୋଧୀ ଲଗାତାର ମୋଦି ସରକାର ଓ କେନ୍ଦ୍ରକୁ ଜବାବ ମାଗି…

ସିରିଜ ଦୁର୍ଘଟଣା: ଜଣେ ମୃତ, ୧୧ରୁ ଊର୍ଦ୍ଧ୍ୱ ଆହତ

କେନ୍ଦୁଝର,୩୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଶୁଆକାଟି ଓଏମସି ଛକରେ ଏନ୍‌ଏଚ୍‌ ୪୯ରେ ସୋମବାର ଏକ ସିରିଜ ଦୁର୍ଘଟଣା ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା…

ଆତ୍ମଘାତୀ ଆକ୍ରମଣ ପଛରେ ଆଇଏସ୍‌ଆଇଏସ୍‌ ରହିଛି ହାତ, ତାଲିବାନ କହିଲା ଶତ୍ରୁତା ସୃଷ୍ଟି କରିବାକୁ ହେଉଛି ଚେଷ୍ଟା

ଇସଲାମାବାଦ,୩୧।୭: ପାକିସ୍ତାନର ଖେବର ପାଖ୍ଟନଖୱା ପ୍ରଦେଶର ବାଜୌରରେ ଏକ ରାଜନୈତିକ ସମାବେଶରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ଏ ପର୍ଯ୍ୟନ୍ତ ୪୪ ଜଣଙ୍କର ମୃତ୍ୟୁ ଘଟିଛି। ପାକିସ୍ତାନ ପୋଲିସ…

ଟିଇଡିଏକ୍ସ ଇଭେଣ୍ଟ ବାତିଲ କଲା ଚାଇନା

ବେଜିଂ,୩୧ା୭: ଅଗଷ୍ଟ ୧୩ରେ ଧାର୍ଯ୍ୟ ହୋଇଥିବା ଟିଇଡିଏକ୍ସ ସମ୍ମିଳନୀକୁ ବନ୍ଦ କରିଛି ଚାଇନା। ବିଦେଶୀ ସଂଗଠିତ ଗୋଷ୍ଠୀକୁ ଅନ୍ତର୍ଭୁକ୍ତ କରୁଥିବା ଆଇନ ଅନୁଯାୟୀ, ଆବଶ୍ୟକତା ପୂରଣ କରିବାରେ…

ପୁଅକୁ ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତାରେ ମା’ଙ୍କ ନିବେଦନ

ଶ୍ରୀନଗର,୩୧ା୭: ଦକ୍ଷିଣ କଶ୍ମୀରର କୁଲ୍‌ଗାମ ଜିଲାର ଅସ୍ଥାଲ ଅଞ୍ଚଳରୁ ଯବାନ ଜାଭେଦ୍‌ ଅହମ୍ମଦ ଓ୍ବାନି ଶନିବାର ସନ୍ଧ୍ୟାରୁ ନିଖୋଜ ହୋଇଯାଇଛନ୍ତି। ହେଲେ ସୋମବାର ମଧ୍ୟାହ୍ନ ସୁଦ୍ଧା ତାଙ୍କର…

ରିଲିଜ ହେଲା ‘ଯବାନ’ର ପ୍ରଥମ ଗୀତ

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ ସୋମବାର ତାଙ୍କର ଆଗାମୀ ଫିଲ୍ମ ‘ଯବାନର’ ପ୍ରଥମ ଗୀତ ରିଲିଜ କରିଛନ୍ତି। ଏହି ଗୀତର ନାମ ହିନ୍ଦୀରେ ‘ଜିନ୍ଦା ବନ୍ଦା’ ରହିଥିବା ବେଳେ…