ଲଭ ଜିହାଦ ନେଇ ଇନ୍ଦ୍ରେଶ-ପଙ୍କଜା ମୁହାଁମୁହିଁ…

ଭୋପାଳ,୧୨।୬ : ଲଭ-ଜିହାଦ ପ୍ରସଙ୍ଗରେ ରାଜନୈତିକ ବିବାଦ ବଢ଼ିବାରେ ଲାଗିଛି। ଜବଲପୁରରେ ଭାଜପାର ରାଷ୍ଟ୍ରୀୟ ସଚିବ ପଙ୍କଜା ମୁଣ୍ଡେ ଲଭ ଜିହାଦ ସହ ଜଡିତ ପ୍ରଶ୍ନର ଉତ୍ତର…

ପାଇପ୍‌ ବିଛା ହୋଇଛି, ଜମି ପଡ଼ିଆ

କେନ୍ଦୁଝର,୧୨ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ କୋଡ଼ିପଶା ପଞ୍ଚାୟତ କୋଡ଼ିପଶା ଜୁଆଙ୍ଗ ଗ୍ରାମରେ ହୋଇଥିବା ସୋଲାର ଉଠା ଜଳସେଚନ ପ୍ରକଳ୍ପ ଚାଷୀଙ୍କ କାମରେ ଲାଗୁନି। ଜିଲାର ପୁରାତନ…

ପୋତିଦେଲେ ନାଳ, ସମସ୍ୟା ଭୋଗିବେ ଚାଷୀ

ବନ୍ତ,୧୨।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଆଡ଼ିଆ ପଞ୍ଚାୟତ କୁଆଁର୍ଦ୍ଦା ଗ୍ରାମରେ ପାଣି ନାଳକୁ ପୋତି ଦିଆଯାଇଥିବାରୁ ଚାଷୀମାନେ ସମସ୍ୟା ଭୋଗିବେ ବୋଲି ଅଭିଯୋଗ କରିଛନ୍ତି।…

ଶହେ ତଳେ ଦୈନିକ ସଂକ୍ରମଣ …

ନୂଆଦିଲ୍ଲୀ, ୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

ଚାରା ନଷ୍ଟ କରି ରାସ୍ତା ନିର୍ମାଣ

କେନ୍ଦୁଝର,୧୨ା୬ (ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରପାଳିକା ଅନ୍ତର୍ଗତ ୧୫ ନଂ. ୱାର୍ଡ ୪୯ ନଂ. ଜାତୀୟ ରାଜପଥ ମୋଚିଗାଁ ଓଭରବ୍ରିଜ ନିକଟରେ ଓଡ଼ିଶା ବନ ଉନ୍ନୟନ ନିଗମ ଦ୍ୱାରା…

‘ବିପର୍ଯ୍ୟୟ’ଯୋଗୁ ବିଗିଡିଲା ପାଗ, ବିମାନ ଉଡାଣ ବିଳମ୍ବ ଯୋଗୁ ମୁମ୍ବାଇ ଏୟାରପୋର୍ଟରେ ବିଶୃଙ୍ଖଳା

ମୁମ୍ବାଇ,୧୨।୬: ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ ପାଇଁ ବଦଳିଯାଇଛି ମୁମ୍ବାଇର ପାଣିପାଗ। ଏଥିପାଇଁ ରବିବାର ରାତିରେ ଅନେକ ବିମାନରେ ବିଳମ୍ବ ହେତୁ ବିମାନବନ୍ଦରରେ ବିଶୃଙ୍ଖଳା ହୋଇଥିଲା। ବିମାନ ଉଡ଼ାଣରେ…

ବାଲି ବଦଳରେ ପାହାଡ଼ ମାଟିରେ ଚାଲିଛି କାମ

ଖଇରା,୧୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ତାଳମହୁରୀଠାରେ ନିର୍ମାଣାଧୀନ ଆଦର୍ଶ ବିଦ୍ୟାଳୟ ଛାତ୍ରୀନିବାସକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି ା ବୋରିଂ କାର୍ଯ୍ୟ ସରିବା…

ଦ୍ୱୈତନଗରରୁ ଆସୁଥିବା ବସ୍‌ ତାଳବଣିଆରେ ରହିବେ

ପୁରୀ ଅଫିସ ୧୨ା୬: ରଥଯାତ୍ରାକୁ ନେଇ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି। ମହାପ୍ରଭୁଙ୍କ…

ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ର ପ୍ରସ୍ତୁତିକୁ ନେଇ ଦିନ ଗୋଟାଏରେ ସମିକ୍ଷା ବୈଠକ କରିବେ ମୋଦି

ନୂଅଦିଲ୍ଲୀ,୧୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ୧ଟାରେ ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିବେ। ଏଥିରେ ଘୂର୍ଣ୍ଣିବଳୟର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ…

ଛୋଟ ବେପାରୀଙ୍କୁ ଧରି ବାଃ ବାଃ କମିଶନରେଟ ପୋଲିସ

ଭୁବନେଶ୍ୱର, ୧୨ା୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ଚରମ ସୀମାରେ। ବାଂଲାଦେଶ ଓ ପଶ୍ଚିମବଙ୍ଗରୁ ଭାୟା ବାଲେଶ୍ୱର ଦେଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଏହା ଚାଲାଣ ହେଉଛି।…