ଏମରଜେନ୍ସି ବେଳେ ଇନ୍ଧିରାଙ୍କୁ ସମର୍ଥନ କରିଥିଲା ଆରଏସ୍‌ଏସ୍‌, ୧୯୮୦ରେ କ୍ଷମତାକୁ ଫେରିବାକୁ ମଧ୍ୟ କରିଥିଲା ସାହାର୍ଯ୍ୟ: ନୂତନ ପୁସ୍ତକରେ ଦାବି

ନୂଆଦିଲ୍ଲୀ,୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରିୟ ସ୍ବୟଂସେବକ ସଂଘର ନେତାଙ୍କ ସହ ଭଲ ସମ୍ପର୍କ ରଥିଲା। ଦୁହେଁ ସାହାଯ୍ୟ ଜଣେ ଜଣଙ୍କ ପାଖକୁ ଯାଉଥିଲେ। ଜରୁରୀକାଳୀନ…

ନୁହରେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ, ହିଂସା ପଛରେ ଷଡଯନ୍ତ୍ର ସନ୍ଦେହ

ଚଣ୍ଡିଗଡ,୨।୮: ସୋମବାର ହରିୟାଣାର ନୁହରେ ଶୋଭାଯାତ୍ରାରେ ହୋଇଥିବା ଆକ୍ରମଣ ପରେ ସାମ୍ପ୍ରଦାୟିକ ହିଂସାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଶାନ୍ତି ବଜାୟ ରଖିବା ପାଇଁ ନହୁରେ…

ନିକୋବର ଦ୍ୱୀପପୁଞ୍ଜରେ ୫.୦ ତୀବ୍ରତାର ଭୂକମ୍ପ

ପୋର୍ଟ ବ୍ଲେୟର,୨।୮: ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା। ବୁଧବାର ସକାଳ ପ୍ରାୟ ୫.୪୦ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୦ ରେକର୍ଡ…

କର୍ନାଟକ କଂଗ୍ରେସ ନେତାଙ୍କ ସହ ଆଜି ବୈଠକ କରିବେ ରାହୁଲ, ଲୋକ ସଭା ନିର୍ବାଚନ ଉପରେ ହେବ ଚର୍ଚ୍ଚା

ନୂଆଦିଲ୍ଲୀ,୨।୮: ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ ଦଳର…

ସେ ଦୋଷୀ, ସାମ୍ନା କରିପାରିବେ ନାହିଁ: ମଣିପୁର ହିଂସାକୁ ନେଇ କହିଲେ ଲାଲୁ

ପାଟନା,୨।୮: ମଣିପୁର ହିଂସାକୁ ନେଇ ରାଜନୀତି ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦରେ ଉପସ୍ଥିତ ରହିବାକୁ ଦାବି କରୁଛନ୍ତି। ଏହି…

ଦେଓଧର ଟ୍ରଫି: ପରାଗଙ୍କ ଶତକରେ ଫାଇନାଲରେ ପୂର୍ବାଞ୍ଚଳ

ପୁଡୁଚେରୀ,୨ା୮(ପି.ଟି.): ରିୟାନ୍‌ ପରାଗଙ୍କ ଶତକ ଓ ମଣିଶଙ୍କର ମୁରା ସିଂଙ୍କ ୫ ଉଇକେଟ ସଫଳତା ବଳରେ ପଶ୍ଚିମାଞ୍ଚଳକୁ ୧୫୭ ରନ୍‌ରେ ପରାସ୍ତ କରି ଦେଓଧର ଟ୍ରଫିର ଫାଇନାଲରେ…

କିଶନ, ଗିଲ୍‌ଙ୍କ ଶତକୀୟ ଭାଗୀଦାରି

ତ୍ରିନିଦାଦ,୨ା୮: ତ୍ରିନିଦାଦର ବ୍ରାଏନ୍‌ ଲାରା ଷ୍ଟାଡିୟମରେ ଅନୁଷ୍ଠିତ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚରେ ଶତକୀୟ ଭାଗୀଦାରି କରିଛନ୍ତି ଇଶାନ କିଶନ ଓ ଶୁବମାନ ଗିଲ୍‌। ଟସ୍‌…

ଶୁଟିଂରେ ଭାରତକୁ ଆଉ ୪ ପଦକ

ଚେଙ୍ଗ୍‌ଡ଼ୁ, ୨।୮: ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ଶୁଟିଂ ଇଭେଣ୍ଟରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଏହି ଇଭେଣ୍ଟରୁ ଭାରତ ଆଉ ୪ ପଦକ…

ଚେନ୍ନାଇରେ ପହଞ୍ଚିଲା ଭାରତୀୟ ଦଳ

ଚେନ୍ନାଇ,୨।୮: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ଖେଳିବା ପାଇଁ ଭାରତୀୟ ଦଳ ମଙ୍ଗଳବାର ଚେନ୍ନାଇରେ ପହଞ୍ଚତ୍ଛି। ବିମାନବନ୍ଦରରେ ବହୁ ସଂଖ୍ୟାରେ ପ୍ରଶଂସକ ଉପସ୍ଥିତ ରହି ଭାରତୀୟ…

ଭାରତୀୟ କ୍ୟାମ୍ପରେ ଓଡ଼ିଶା ଏଚ୍‌ପିସିର ୪

ଭୁବନେଶ୍ୱର, ୨।୮(ତପନ ସ୍ବାଇଁ): ରାଉରକେଲାଠାରେ ଚଳିତ ମାସ ୨୧ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ସବ୍‌ଜୁନିୟର ହକି ଶିବିର ଅନୁଷ୍ଠିତ ହେବ। ଏହି ଶିବିର ପାଇଁ ହକି ଏସ୍‌…