୧.୬୦ କୋଟି ଠକେଇର ଶିକାର: କୋର୍ଟରେ ଫିନାଇଲ୍‌ ପିଇଦେଲେ

ଅହମଦାବାଦ, ୧୬।୬: ଗୁଜରାଟ ହାଇକୋର୍ଟ ପରିସରରେ ୪ ଜଣ ବ୍ୟକ୍ତି ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନେ ହେଲେ ଜୟଶ୍ରୀ ପାଞ୍ଚାଲ, ଶୈଳେଶ ପାଞ୍ଚାଲ, ହାର୍ଦ୍ଦିକ…

ରୂପ ବଦଳୁଛି, ବ୍ୟବସ୍ଥା ସୁଧୁରୁନି

ପାରାଦୀପ,୧୬।୬(ଶରତ ରାଉତ): ରାଜ୍ୟର ଅନ୍ୟତମ ବୃହତ୍‌ ପାରାଦୀପ ମାଛଧରା ବନ୍ଦର ଏବେ ନବକଳେବର ହେବାକୁ ଯାଉଛି। ନୂତନ ଅକ୍ସନ ହଲ (ନିଲାମ କେନ୍ଦ୍ର), ମାର୍କେଟ କମ୍ପ୍ଲେକ୍ସ, ଶୀତଳ…

ରଜରେ ପୂଜା ପାଆନ୍ତି ମୁଣ୍ଡ ନ ଥିବା ଗୋପୀନାଥ

କେନ୍ଦ୍ରାପଡ଼ା,୧୬ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରର ତଳବାରଙ୍ଗସ୍ଥିତ ମୁଣ୍ଡକଟା ଗୋପୀନାଥଙ୍କ ୩ ଦିନିଆ ମହୋତ୍ସବ ବୁଧବାରଠାରୁ ଆରମ୍ଭ ହୋଇଛି। ଭଜନ କୀର୍ତ୍ତନ ସହ ପୂଜା ଆରାଧନାରେ ପୀଠରେ ଏକ…

ବେସରକାରୀ ଅଲ୍‌ଟ୍ରାସାଉଣ୍ଡ ମେଶିନ ଭରସା

ଯାଜପୁର,୧୬ା୬(ହର୍ଷବର୍ଦ୍ଧନ ବେହେରା): ଗର୍ଭବତୀ ଓ ପ୍ରସୂତି ମହିଳା ମୃତ୍ୟୁହାର କମାଇବା ଉଦ୍ଦେଶ୍ୟରେ ସରକାର ବହୁବିଧ ଯୋଜନା ପ୍ରଣୟନ କରିଛନ୍ତି। ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ ପରିପ୍ରେକ୍ଷୀରେ ଯାଜପୁର…

ଓସ୍କାର ବିଜୟିନୀ ଗ୍ଲେଣ୍ଡାଙ୍କ ପରଲୋକ

ଲଣ୍ଡନ,୧୬।୬: ୨ ଥର ମନୋରଞ୍ଜନ ଜଗତର ସବୁଠୁ ଶ୍ରେଷ୍ଠ ପୁରସ୍କାର ଓସ୍କାର ଜିତିଥିବା ଅଭିନେତ୍ରୀ ତଥା ବ୍ରିଟିଶ ରାଜନେତ୍ରୀ ଗ୍ଲେଣ୍ଡା ଜ୍ୟାକ୍‌ଶନଙ୍କ ଗୁରୁବାର ପରଲୋକ ଘଟିଛି। ତାଙ୍କୁ…

ଶୋଇପଡ଼ିଲେ ଫାଣ୍ଡି ଅଧିକାରୀ, ଚମ୍ପଟ ମାରିଲେ ଅଭିଯୁକ୍ତ

ଗୋପ,୧୬।୬(ଭାରତୀ ଭୂଷଣ ଉପାଧ୍ୟାୟ): ପୁରୀ ଜିଲା ଗୋପ ଥାନାର ନୟାହାଟ ଫାଣ୍ତିରୁ ବୁଧବାର ଅପରାହ୍ନରେ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି। ଫାଣ୍ଡି ଅଧିକାରୀ ଓ କର୍ମଚାରୀମାନେ ଶୋଇଥିବାବେଳେ…

ଗୋଟିଏ ନମ୍ବରରେ ଚାଲୁଛି ଏକାଧିକ ଗାଡ଼ି

ଭୁବନେଶ୍ୱର,୧୬।୬(ସୂର୍ଯ୍ୟକାନ୍ତ ବେହେରା): ଟ୍ରାଫିକ ନିୟମ ଉଲ୍ଲଂଘନ ନ କରି କିମ୍ବା ଘରେ ଗାଡି ରହିଥିବାବେଳେ ବି ଅନେକ ସମୟରେ ମୋବାଇଲ୍‌କୁ ଚାଲାଣ କଟିବାର ମେସେଜ୍‌ ଆସୁଛି। ଗାଡି…

ରାଜଧାନୀବାସୀଙ୍କୁ ମିଳିବ ‘କ୍ୟାଟେଲ୍‌ ଥେରାପି’

ଭୁବନେଶ୍ୱର, ୧୬।୬ (ବନ୍ଦନା ସେଠୀ): ରାଜଧାନୀବାସୀଙ୍କୁ ମିଳିବ ‘କ୍ୟାଟେଲ ଥେରାପି’। ଏଥିପାଇଁ ଭୁବନେଶ୍ୱରସ୍ଥିତ ଜାମୁକୋଳିଠାରେ ନିର୍ମାଣ ହେବ ଆଉଏକ ବୃହତ୍‌ ଗୋଶାଳା। ଅତ୍ୟାଧୁନିକ ସୁବିଧା ସହ ଏଠାରେ…

ସାଇକେଲରେ ୩ ଦେଶ ବୁଲିଲେଣି ରାମ ପ୍ରସାଦ

ଭୁବନେଶ୍ୱର,୧୬।୬(ଅଭିଜିତ ଦାସ): ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ଏବେ ବିଶ୍ୱ ସମସ୍ୟା ପାଲଟିଛି। ଏଥିପାଇଁ ଗୋଟିକ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ମାଡ଼ି ଆସୁଛି। ଏହି…

ମୌସୁମୀ ଆସୁଛି, ସରୁନି ଡ୍ରେନ୍‌ କାମ

ଭୁବନେଶ୍ୱର, ୧୬।୬ (ବନ୍ଦନା ସେଠୀ): ଆସନ୍ତା ୨୦ ତାରିଖ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ହେଲେ ଏଯାଏ ଭୁବନେଶ୍ୱର…