ଅହମ୍ମଦାବାଦ,୮।୮: ବାରାଣାସୀର ଜ୍ଞାନବାପି ପରିସରରେ ଅଣ-ହିନ୍ଦୁଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନ ରାଖୀ ସିଂ ଏବଂ ଅନ୍ୟମାନଙ୍କ…
ଲକ୍ଷ୍ନୌ,୮।୮: ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର ଅଞ୍ଚଳରେ ୨ ନାବାଳକଙ୍କୁ ଫାର୍ମ ମାଲିକ ଓ କେତେଜଣ ବ୍ୟକ୍ତି ମାଡ଼ ମାରି ପରିସ୍ରା ପିଆଇବା ସହ ଗୁପ୍ତାଙ୍ଗରେ କଞ୍ଚାଲଙ୍କା ଘଷିଥିବା…
କଲମ୍ବୋ,୮ା୮: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କୁ ୟୁନିସେଫର ଗୁଡ୍ଓ୍ବିଲ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସଚିନ୍ ଦୁଇଟି ସ୍କୁଲ ପରିଦର୍ଶନ କରିବା ସହ…
ବେଙ୍ଗାଲୁର,୮।୮: ସ୍ବାମୀଙ୍କ ରଙ୍ଗକୁ କଳା କହି ତାଚ୍ଛ୍ୟଲ କଲେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇପାରିବେ ସ୍ବାମୀ। ଏପରି ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି କର୍ନାଟକ ହାଇକୋର୍ଟ।…
ଓ୍ବାଶିଂଟନ,୮।୮ : ଆମେରିକାରେ ହଠାତ କୁଆପଥର ମାଡ ଓ ପ୍ରବଳ ଝଡ଼ର ତାଣ୍ଡବ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ୨୬୦୦ରୁ ଅଧିକ ଆମେରିକୀୟ…
ଓ୍ବାଶିଂଟନ୍,୮।୮: ଆମେରିକାରେ ଏକ ବଡ଼ ଝଡ ତୋଫାନର ଆଶଙ୍କା ରହିଛି। ଏହି କାରଣରୁ ହଜାର ହଜାର ବିମାନ ବାତିଲ କରାଯାଇଛି। ରାଜଧାନୀ ୱାଶିଂଟନ୍ର ପ୍ରାୟ ସମସ୍ତ ସରକାରୀ…
ନୂଆଦିଲ୍ଲୀ,୮।୮: ଦେଶର ସର୍ବବୃହତ ବେସରକାରୀ ବ୍ୟାଙ୍କ ଏଚ୍ଡିଏଫ୍ସି ଏହାର ଗ୍ରାହକମାନଙ୍କ ପାଇଁ ଋଣକୁ ମହଙ୍ଗା କରିଛି। ବ୍ୟାଙ୍କ ଏହାର ଏମ୍ସିଏଲ୍ଆର୍କୁ ୧୫ ଆଧାର ପଏଣ୍ଟ(ବିପିଏସ୍) ବୃଦ୍ଧି କରିଛି।…
ନୂଆଦିଲ୍ଲୀ,୮।୮: ମଙ୍ଗଳବାର ଲୋକ ସଭାରେ ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ଭାଜପା ଏମ୍ପି ନିଶିକାନ୍ତ ଦୁବେ ସୋନିଆ…
ବିଶାଖାପାଟଣା,୮ା୮: ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଜଣେ ମହିଳାଙ୍କୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସ୍ଏଫ୍)ର ଜଣେ କନଷ୍ଟେବଳ ଧରାପଡ଼ିଛନ୍ତି। ସୂଚନା ଯୋଗ୍ୟ,…
ନୂଆଦିଲ୍ଲୀ,୮।୮: ମହଙ୍ଗା ମାଡରେ ହନ୍ତସନ୍ତ ହେଉଛନ୍ତି ଲୋକ। କେତେବେଳେ ଟମାଟୋ ମହଙ୍ଗା ହେଉଛି ତ କେତେବେଳେ ଲେମ୍ବୁ। ମଝିରେ ମଝିରେ ପିଆଜ ମଧ୍ୟ ଗରିବର ଭାତଥାଳିକୁ ମାଡ…