୭ ଜିଲାକୁ ଛାଡି ବାକି ସବୁ ଜିଲାରେ ୨୧ରୁ ଖୋଲିବ ସ୍କୁଲ

ଭୁବନେଶ୍ୱର,୨୦।୬: ଗ୍ରୀଷ୍ମଛୁଟି ପରେ ଚଳିତମାସ ୨୧ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। ହେଲେ ୭ଟି ଜିଲାରେ ଗ୍ରୀଷ୍ମପ୍ରବାହର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲାର ଜିଲାପାଳମାନେ…

ଚାନ୍ଦିନୀଚୌକରେ ଅପରାହ୍ନ ୧ଟାରେ ରଥ ଟଣା

କଟକ,୨୦ା୬(ସୁପ୍ରିୟା ପ୍ରିୟଦର୍ଶିନୀ): ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା। ଏହି ପରିପ୍ରେକ୍ଷୀରେ କଟକରେ ରଥଯାତ୍ରା ପାଳନ ନେଇ ପ୍ରସ୍ତୁତି ସରିଥିବାବେଳେ ସକାଳୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ ଶ୍ରୀଜୀଉ। ତେବେ…

‘ତାରକ ମେହେତା କା ଓଲଟା ଚଶମା’ର ନିର୍ମାତାଙ୍କ ସମେତ ଟିମ୍‌ର ୨ ସଦସ୍ୟଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ

ମୁମ୍ବାଇ: ଶୋ’ର ଜଣେ ଅଭିନେତାଙ୍କ ଅଭିଯୋଗରେ ମୁମ୍ବାଇ ପୋଲିସ ମଙ୍ଗଳବାର ‘ତାରକ ମେହେତା କା ଓଲଟା ଚଶମା’ ନିର୍ମାତା ଅସିତ କୁମାର ମୋଦି, ଅପରେଶନ ହେଡ ସୋହେଲ…

ଟ୍ରଲିରେ ବୋହି ନେଇଥିଲେ ଚୋରି ସାମଗ୍ରୀ

ଭୁବନେଶ୍ୱର,୨୦।୬(ସତ୍ୟଜିତ୍‌ ରାଉତ): ଅବସରପ୍ରାପ୍ତ ବ୍ୟାଙ୍କ୍‌ ଜେନେରାଲ ମ୍ୟାନେଜର ରବୀନ୍ଦ୍ର ନାଥ ଦାସଙ୍କ ଘର ତାଲା ଭାଙ୍ଗି ୧.୧୫ ଲକ୍ଷ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର…

କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ

ପୁରୀ, ୨୦।୬(ଅଜିତ୍‌ ମହାନ୍ତି): ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଭକ୍ତିମୟ ହୋଇଉଠିଛି ବଡ଼ଦାଣ୍ଡ। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପରେ ବଳଭଦ୍ରଙ୍କ…

ମା’ ସୁଭଦ୍ରାଙ୍କ ପହଣ୍ଡି ବିଜେ

ପୁରୀ, ୨୦।୬(ଅଜିତ୍‌ ମହାନ୍ତି): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହଣ୍ଡି ବିଜେ। ପ୍ରଭୁ ସୁଦର୍ଶନ ରଥାରୂଢ଼ ହେବା ପରେ ଏବେ ବଳଭଦ୍ରଙ୍କ ପହଣ୍ଡି…

ଦେଶବାସୀଙ୍କୁ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୬: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହି ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା ଅବସରରେ…

ନିମନ୍ତ୍ରଣରେ ସ୍ବତନ୍ତ୍ର ଶାକାହାରୀ ଥାଳି

ଭୁବନେଶ୍ୱର,୨୦।୬(ବନ୍ଦନା ସେଠୀ): ରଥଯାତ୍ରା ଅବସରରେ ଓଟିଡିସି ପକ୍ଷରୁ ନିମନ୍ତ୍ରଣ ରେଷ୍ଟୁରାଣ୍ଟରେ ସ୍ବତନ୍ତ୍ର ସାତ୍ତ୍ୱିକ ଓଡ଼ିଆ ଖାଦ୍ୟ ପ୍ଲେଟ୍‌ର ବ୍ୟବସ୍ଥା କରାଯାଇଛି। ୨୦ରୁ ୨୮ଜୁନ୍‌ ପର୍ଯ୍ୟନ୍ତ ଏଠାରେ ବିନା…

ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୬: ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ନବଦିନାତ୍ମକ ଯାତ୍ରାରେ ଭଉଣୀଭାଇଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରକୁ ବାହାରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ନବୀନ…

ବୁଧବାର ଏକ ବୈଠକ ଡାକିଛନ୍ତି ମାୟାବତୀ, ଲୋକ ସଭା ନିର୍ବାଚନ ପ୍ରସ୍ତୁତି ଉପରେ ହେବ ମନ୍ଥନ

ଲକ୍ଷ୍ନୌ,୨୦।୬: ଉତ୍ତରପ୍ରଦେଶର ରାଜନୈତିକ ଦଳଗୁଡ଼ିକ ବର୍ତ୍ତମାନ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଭାଜପା ଏବଂ ସମାଜବାଦୀ ପାର୍ଟି ମିଶନ ମୋଡରେ ପ୍ରସ୍ତୁତି ଚଳାଇଛନ୍ତି।…