ମର୍ମନ୍ତୁଦ ଦୁର୍ଘଟଣା: ୧୦ ମୃତ

ଅହମ୍ମଦାବାଦ,୧୧।୮: ଗୁଜରାଟର ଅହମ୍ମଦାବାଦରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବାବଲା- ବାଗୋଦରା ହାଇଓ୍ବେରେ ଏକ ମିନି ଟ୍ରକ୍‌-ଟ୍ରକ୍‌ ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି।…

ନିର୍ବାଚନ ପରେ ଶୁଣାଣି କରାଯାଉ: ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ୍‌,୧୧।୮: ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ନିଜର ପରାଜୟର ଫଳାଫଳକୁ ଆଗ୍ରାହ୍ୟ କରିବା ମାଲାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ କୋର୍ଟରେ ତାଙ୍କ…

ଏସିଆ କପ୍‌ର ହାଇବ୍ରିଡ୍‌ ମଡେଲ

ଏସିଆ କପ୍‌ କ୍ରିକେଟର ୧୬ଶ ସଂସ୍କରଣ ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଯାଉଛି। ଭାରତ ମ୍ୟାଚ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ମନାକରିବା ପରେ ପ୍ରତିଯୋଗିତାର…

ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଆଇପିଏସ ଅନଲାଇନରେ ନେଲେ ଭାଜପାର ସଦସ୍ୟତା

ନୂଆଦିଲ୍ଲୀ,୧୧।୮: ଜମ୍ମୁ-କଶ୍ମୀରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ ଚାକିରି ସମୟ ଶେଷ ହେବା ପୂର୍ବରୁ ଜଣେ ଆଇପିଏସଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ପରେ ଏବେ…

ଇନ୍‌ଷ୍ଟାଗ୍ରାମରେ ସର୍ବାଧିକ ଆୟ କରୁଥିବା ଭାରତୀୟଙ୍କ ମଧ୍ୟରେ ବିରାଟ କୋହଲି ୧ ନମ୍ବର

ନୂଆଦିଲ୍ଲୀ,୧୧।୮:ଇନଷ୍ଟାଗ୍ରାମରେ ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଲୋକପ୍ରିୟତା ଏବଂ ବ୍ରାଣ୍ଡ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ବର୍ଷ ସେ ଇନଷ୍ଟାଗ୍ରାମ…

ରାଜ୍ୟ ସଭାରୁ ଏଏପି ନେତା ରାଘବ ଚଡ୍ଡା ନିଲମ୍ବିତ

ନୂଆଦିଲ୍ଲୀ,୧୧।୮: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାଘବ ଚଡ୍ଡାଙ୍କୁ ନକଲି ଦସ୍ତଖତ ମାମଲାରେ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସଭାରେ ଏଏପି ନେତା…

‘ତ୍ରିରଙ୍ଗା ଘରେ ନୁହେଁ, ହୃଦୟରେ ରହିବା ଆବଶ୍ୟକ’

ନୂଆଦିଲ୍ଲୀ,୧୧।୮: ସ୍ବାଧୀନତା ଦିବସରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଲଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏଏନେଇ ସମାଜବାଦୀ ପାର୍ଟିର ବରିଷ୍ଠ ଏମ୍‌ପି ଶଫିକୁର ରେହମାନ…

ରାଜ୍ୟ କ୍ୟାବିନେଟ୍‌ ବୈଠକ: ୧୯ ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ୱର,୧୧ା୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏଥିରେ ନୂଆ ଓଡ଼ିଶା ଯୋଜନାକୁ…

ବିଶ୍ୱକପରେ ଟିମ ଇଣ୍ଡିଆର ନୂଆ କାର୍ଯ୍ୟସୂଚୀ, ଜାଣନ୍ତୁ କେବେ, କାହା ସହିତ ହେବ ମୁକାବିଲା

ନୂଆଦିଲ୍ଲୀ,୧୧।୮: କ୍ରିକେଟର ସବୁଠାରୁ ବଡ ମହାକମ୍ଭ ଅର୍ଥାତ୍‌ ଦିନିକିଆ ବିଶ୍ୱକପ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଖେଳାଯିବ। ବର୍ତ୍ତମାନ ବିଶ୍ୱକପ ଆରମ୍ଭ ପାଇଁ ପ୍ରାୟ ୫୦ ଦିନ ବାକି…

ଜର୍ମାନୀରେ କଷ୍ଟଡିରେ ଥିବା ୨୯ ମାସର ଶିଶୁକୁ ଉଦ୍ଧାର କରିବାକୁ ମୋଦି ସରକାରଙ୍କୁ ଗୁହାରି କଲେ ମାଆ

ନୂଆଦିଲ୍ଲୀ,୧୧।୮: ଜର୍ମାନୀରେ ଜଣେ ଭାରତୀୟ ଶିଶୁ ଆରିହା ଶାହା କଷ୍ଟଡିରେ ଥିବା ବିଷୟ ଏବେ ଖୁବ ଚର୍ଚ୍ଚାରେ। ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ…