ବିଳାସପୂର୍ଣ୍ଣ ମହଲ କିଣିଲେ ବିଶ୍ୱର ୩ ନମ୍ବର ଧନୀ ବ୍ୟକ୍ତି: ଦାମ୍‌ ରହିଛି

ଫ୍ଲୋରିଡା,୧୧।୮: ଆମାଜନ୍‌ର ମୁଖ୍ୟ ତଥା ବିଶ୍ୱର ୩ ନମ୍ବର ଧନୀ ଜେଫ ବେଜୋସ ରିଏଲ ଇଷ୍ଟେଟ କ୍ଷେତ୍ରରେ ପାଦ ରଖିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେ ଆମେରିକାର…

ଖାଲିସ୍ତାନୀ ମୌଳିକବାଦୀଙ୍କ ଭାଙ୍ଗିବ ଅଣ୍ଟା: ଭାରତ ଗସ୍ତରେ ଆସିଥିବା ବ୍ରିଟେନ ରକ୍ଷାମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ,୧୧।୮: ଖାଲିସ୍ତାନୀ ଉଗ୍ରବାଦକୁ ରୋକିବା ପାଇଁ ଭାରତର ଆବେଦନ ଉପରେ ବ୍ରିଟେନ ଏକ ବଡ ପଦକ୍ଷେପ ନେଇଛି। ବ୍ରିଟେନ ସରକାର ଖଲିସ୍ତାନ ସମର୍ଥକ ମୌଳିକବାଦୀଙ୍କ ସହ ମୁକାବିଲା…

ଦେଶ ସ୍ବାଧୀନତା ପାଇବାର ୨୩ ଦିନ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଜାତୀୟ ପତାକା, ଜାଣନ୍ତୁ ପତାକା ପଛର ଆଉ କିଛି କଥା…

ନୂଆଦିଲ୍ଲୀ,୧୧ା୮: ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଳବୀମାନେ ଦେଶକୁ ବ୍ରିଟିଶ ଶାସନରୁ ମୁକ୍ତ କରିବା ପାଇଁ ଦୀର୍ଘବର୍ଷ ଧରି ସଂଗ୍ରାମ କରିଥିଲେ। କିନ୍ତୁ ଦୀର୍ଘବର୍ଷ ଧରି ସେମାନଙ୍କର ଭାରତର…

କଲମ୍ବୋ ବନ୍ଦରରେ ପହଞ୍ଚିଲା ଚାଇନାର ନୈସେନା ଯୁଦ୍ଧ ଜାହାଜ, ଭାରତ ମହାସାଗରରେ ପ୍ରବେଶକୁ ନେଇ ଉଦ୍‌ବେଗ ପ୍ରକାଶ କଲା ଭାରତ

କଲମ୍ବୋ,୧୧।୮: ଚାଇନାର ନୈସେନା ଯୁଦ୍ଧ ଜାହାଜ ଶୁକ୍ରବାର କଲମ୍ବୋ ବନ୍ଦରରେ ପହଞ୍ଚିଛି। ଉଲ୍ଲେଖନୀୟ କଥା ହେଉଛି, ପ୍ରାୟ ଏକ ବର୍ଷ ପୂର୍ବେ ଭାରତ ମହାସାଗରରେ ଚାଇନା ଜାହାଜର…

ବସ୍‌ରେ ଗୁଳିମାଡ଼: ୨୦ ମୃତ, ଅନେକ ଆହତ

ବିରୁଟ୍‌,୧୧ା୮: ପୂର୍ବ ସିରିଆର ଏକ ବସ୍‌ରେ କିଛି ଦୁର୍ବୃତ୍ତ ଗୁଳି ଚଳାଇବା ପରେ ଅତିକମ୍‌ରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ବିରୋଧୀ…

ମାଲାମାଲ ହେଲା ବିସିସିଆଇ

ନୂଆଦିଲ୍ଲୀ,୧୧।୮: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ହେଉଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଏବଂ ଆୟ କ୍ଷେତ୍ରରେ ଏହା ପୁଣିଥରେ…

ଆଇପିସି, ସିଆରପିସି ସଂଶୋଧନ ବିଲ୍‌ ଲୋକସଭାରେ ଆଗତ

ନୂଆଦିଲ୍ଲୀ,୧୧।୮: ମଣିପୁର ହିଂସାକୁ ନେଇ ଗୃହରେ ଉତ୍ତେଜନା ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଶୁକ୍ରବାର ଶେଷ ହେବାକୁ ଯାଉଛି। ଆଜି ବି ଗୃହରେ ହଟ୍ଟଗୋଳ ଦେଖାଦେଇଛି। ଏସବୁ…

ବିରୋଧୀ ମେଣ୍ଟର ନାଁ ‘ଇଣ୍ଡିଆ’ ରଖିବାକୁ ନେଇ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧।୮: ବିରୋଧୀ ମେଣ୍ଟର ନାଁ ‘ଇଣ୍ଡିଆ’ ରଖିବାକୁ ନେଇ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏଭଳି ମାମଲା ନିର୍ବାଚନ ଆୟୋଗରେ…

ଉତ୍ତରପ୍ରଦେଶରେ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା

ମୋରଦାବାଦ,୧୧।୮: ଉତ୍ତରପ୍ରଦେଶରେ ଜଣେ ଭାଜପା ନେତାକୁ ଗୁଳିକରି ହତ୍ୟା କରାଯାଇଛି। ସେ ହେଲେ ଅନୁଜ ଚୌଧାରୀ। ୩୪ ବର୍ଷୀୟ ଅନୁଜ ମୋରଦାବାଦ ସ୍ଥିତ ବାସଭବନ ବାହାରେ ବୁଲୁଥିଲେ।…

ପରଦାରେ ଅକ୍ଷୟ-ସନ୍ନି ଲଢ଼େଇ

ବମ୍ବେ: ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଓଏମ୍‌ଜି-୨’। ଅଭିନେତା ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀଙ୍କ ଯୋଡ଼ିକୁ ବହୁତ ପସନ୍ଦ କରାଯାଉଛି। ପୂର୍ବରୁ ଫିଲ୍ମକୁ ନେଇ ବିବାଦ…