ବ୍ୟବସାୟୀଙ୍କୁ ମିଳିବ ଏମିତି ଘର

ଯାଜପୁର ଟାଉନ,୨୦ା୮(ପ୍ରଯକ୍ତା ପ୍ର୍ରିୟଦର୍ଶନୀ ମହାନ୍ତି):ଯାଜପୁର ସହର ଉପକଣ୍ଠରେ ନିର୍ମାଣ ଚାଲିଛି ଆରଏମ୍‌ସି ମାର୍କେଟ୍‌ କମ୍ପ୍ଲେକ୍ସ। ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବୈତରଣୀ ପଠାରେ ଆର୍‌ଏମ୍‌ସି ପକ୍ଷରୁ ବିସ୍ଥାପିତ…

କାର୍ଯ୍ୟ ଚୁକ୍ତିକୁ ଠିକାଦାରଙ୍କ ଅଣଦେଖା

ଯାଜପୁର,୨୦ା୮(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର ବଡ଼ଚଣା ଓ ବରୀ ବ୍ଲକର ଏକାଧିକ ରାସ୍ତା, ଗୃହ, ନଦୀବନ୍ଧ, ଆଲୋକୀକରଣ ଆଦି ନିର୍ମାଣ ଓ ମରାମତି ଦାୟିତ୍ୱ ପଡ଼ୋଶୀ କଟକ ଜିଲା…

ଯାଞ୍ଚ ଧରି ପାରୁନି, ଜାଲ୍‌ ସାର୍ଟିଫିକେଟ

ନୟାଗଡ଼,୨୦।୮(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ୮ଶହରୁ ଊର୍ଦ୍ଧ୍ୱ ଜାଲ ଶିକ୍ଷକ ଅବାଧରେ ପାଠ ପଢ଼ାଉଛନ୍ତି। ଧରପଗଡ଼ ପାଇଁ ବିଭିନ୍ନ ସମୟରେ ଶିକ୍ଷା ବିଭାଗ ପକ୍ଷରୁ ସାର୍ଟିଫିକେଟ ଯାଞ୍ଚ କରାଯାଉଛି।…

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଅବହେଳିତ ବାତରା ମଠ ପୀଠ

ଖଣ୍ଡପଡ଼ା, ୨୦ା୮(ଅଜୟ କୁମାର ମହାରଣା)ଖଣ୍ଡପଡା ବ୍ଲକଠାରୁ ମାତ୍ର ୧୦କିମି ଦୂର ପୂର୍ବ-ଦକ୍ଷିଣ ନୟାଗଡ଼ ଜିଲା ସୀମାନ୍ତରେ ଜଗନ୍ନାଥ ପ୍ରସାଦ ପଞ୍ଚାୟତର ମହୁଲପଡା ଗ୍ରାମ। ଏହି ଗ୍ରାମର ସବୁଜିମା…

ରାଜନଗର-ପଟ୍ଟାମୁଣ୍ଡାଇ ବିଧାନସଭା ଆସନ, ସବ୍‌ଡିଭିଜନ ଦାବି

ପଟ୍ଟାମୁଣ୍ଡାଇ, ୨୦ା୮(ଅକ୍ଷୟ ବିଶ୍ୱାଳ/କଳ୍ପତରୁ ନାୟକ)ବିଭିନ୍ନ କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରି କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳ ଉପସ୍ଥିତି ଜାହିର କରିଥିଲା। ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣ କରିଆସୁଥିବା…

ଚଢ଼ାଉବେଳେ ପୋଲିସ ଟିମ୍‌କୁ ଅପରାଧୀଙ୍କ ଆକ୍ରମଣ

ଭୁବନେଶ୍ୱର,୨୦।୮(ସୂର୍ଯ୍ୟକାନ୍ତ ବେହେରା)ଚଢ଼ାଉବେଳେ ଧଉଳି ଥାନା ପୋଲିସ୍‌ ଟିମ୍‌ ଉପରେ ଅପରାଧୀ ଗ୍ୟାଙ୍ଗ୍‌ର ସଂଘବଦ୍ଧ ଆକ୍ରମଣ ହୋଇଛି। ଲିଙ୍ଗିପୁର ୩୧/୧୧ କେଭି ସବ୍‌ଷ୍ଟେଶନ ନିକଟରେ ଏହି ଘଟଣା ଘଟିଛି।…

ନିଶା କାରବାରରେ ଟିଟୋ ଗ୍ୟାଙ୍ଗ୍‌

ଭୁବନେଶ୍ୱର,୨୦।୮ (ସୂର୍ଯ୍ୟକାନ୍ତ ବେହେରା)କମିଶନରେଟ ପୋଲିସର ସ୍ବତନ୍ତ୍ର କ୍ରାଇମ ୟୁନିଟ୍‌ ପାଣ୍ଡରାରେ ଚଢ଼ାଉ କରି ନିଶା ରାକେଟର ପର୍ଦ୍ଦାଫାଶ କରିଛି। ଏହାସହ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଷ୍ଟେଶନରେ ପରୀକ୍ଷାମୂଳକ ଟ୍ରେନ୍‌ ରହଣି

ଭୁବନେଶ୍ୱର,୨୦।୮(ଅଭିଜିତ ଦାସ):ଯାତ୍ରୀଙ୍କ ଚାହିଦା ଓ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଷ୍ଟେଶନରେ ପରୀକ୍ଷାମୂଳକ ଭାବେ ଟ୍ରେନ୍‌ଗୁଡିକର ରହଣି ପାଇଁ ବ୍ୟବସ୍ଥା ହୋଇଛି। କାଳୁପଡାଘାଟରେ…

କାଳିମାଡ଼ ଘଟଣାକୁ ନିନ୍ଦା

ସାକ୍ଷୀଗୋପାଳ,୨୦।୮(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର)ପୁରୀ ଜିଲାରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତର ଶନିବାର ଦ୍ୱିତୀୟ ଦିନରେ କାକଟପୁର, ନିମାପଡ଼ା ପରେ ଶେଷରେ ସତ୍ୟବାଦୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।…

ବାରଣ୍ଡାରେ ରୋଗୀ ସେବା

ବାରିପଦା,୨୦ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (ପିଆର୍‌ଏମ୍‌) ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରସୂତି ଓ ଶିଶୁ ବିଭାଗରେ ଅଗ୍ନିକାଣ୍ଡ…