ପୋଖରୀ ହୁଡ଼ା ଭାଙ୍ଗି ଜମି ଜଳମଗ୍ନ

କାମାକ୍ଷାନଗର, ୧୯।୮(ସୁଧୀର ପରିଡ଼ା): ଦୁଇଦିନ ଧରି ଜାରି ରହିଥିବା ଲଗାଣବର୍ଷାରେ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଞ୍ଚାୟତ ଶ୍ରୀମୂଳା ଗ୍ରାମ ଅରଖବାହାଳି ପୋଖରୀ ବନ୍ଧ ଶୁକ୍ରବାର…

୨୫ରେ ସ୍ବାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ଗଣଧାରଣା

ଢେଙ୍କାନାଳ, ୧୯ା୮(ରତନ ନାୟାର): ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ କପିଳାସରେ ଅବ୍ୟବସ୍ଥା ସୀମା ଟପିଲାଣି। ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ଆର୍ଥିକ ଶୋଷଣ କରାଯାଉଛି। ମାନସିକ…

ମାଡୁଛି ଡେଙ୍ଗୁ, ଲୋକେ ଆତଙ୍କିତ

ରାଇବଣିଆ, ୧୯ା୮(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ସର୍ଦାରବନ୍ଧ ପଞ୍ଚାୟତ ଚୂଡ଼ାମଣିପୁର, ବୋଇତାଳୁପଦା ଓ ପଞ୍ଚୁଘଣ୍ଟାରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ଏହି ଗାଁର ପ୍ରତି ପରିବାରରେ…

ବୈତରଣୀ ବାଲିଘାଟ ପରିଦର୍ଶନ

ଧାମନଗର, ୧୯ା୮(ସନ୍ତୋଷ କୁମାର ମହାପାତ୍ର): ଖଣି ବିଭାଗ, ତହସିଲ, ଜିଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗର ମିଳିତ ଟିମ୍‌ ଗୁରୁବାର ଭଦ୍ରକ ଜିଲା ଧାମନଗର ତହସିଲ…

ଚିନ୍ତା ବଢ଼ାଇଛି ବ୍ୟାସ ସରୋବର ମନ୍ଦିରରେ ଭୋଜିଭାତ

ଯାଜପୁର,୧୯ା୮(ହର୍ଷବର୍ଦ୍ଧନ ବେହେରା): ଓଡ଼ିଆ ସଂସ୍କୃତିର ଏକ ପୁଣ୍ୟ ପୀଠ ଭାବେ ବ୍ୟାସ ସରୋବର ସର୍ବଜନବିଦିତ। ଏଠାକୁ ବହୁ ପରିଦର୍ଶକ, ପର୍ଯ୍ୟଟକ ଆସିଥାନ୍ତି। ପ୍ରାୟ ୬୪ କୋଟି ଟଙ୍କା…

ଏମ୍‌ଏମ୍‌ଏସ୍‌ଓ୍ବାଇ ରାସ୍ତା ନିର୍ମାଣରେ ଅନିୟମିତତା

ଯାଜପୁର,୧୯ା୮(ହର୍ଷବର୍ଦ୍ଧନ ବେହେରା): ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗ ଅଧୀନରେ ଥିବା ଯାଜପୁର ନିର୍ମାଣ ଡିଭିଜନ-୧ ବିଭାଗରେ ଠିକାଦାରି ରାଜନୀତି ଅଣାୟତ୍ତ ହେବାରେ ଲାଗିଛି। ଆଭ୍ୟନ୍ତର…

ଶିଶୁଙ୍କୁ ୧୨ ପରିବର୍ତ୍ତେ ୯ ଅଣ୍ଡା ମିଳୁଛି

ରଘୁନାଥପୁର,୧୯।୮(ରାଜେନ୍ଦ୍ର ନାରାୟଣ ସିଂହ): ଦୀର୍ଘ ୬ ମାସର ବ୍ୟବଧାନ ପରେ ରଘୁନାଥପୁର ବ୍ଲକରେ ଶୁକ୍ରବାର ତୃତୀୟ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୬ ମାସ ପରେ…

ମୌଳିକ ସୁବିଧା ପାଇଁ ବାଧକ ସାଜିଛି ସେତୁ

କେନ୍ଦ୍ରାପଡ଼ା,୧୯ା୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ସଦର ମହକୁମାର ୪୮ କିଲୋମିଟର ଦୂରରେ ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତ ଅଛି ା ଏହି ପଞ୍ଚାୟତର ମାତ୍ର ୧୦ କିଲୋମିଟର…

ରାସ୍ତାରେ ଖାଲ, ବଢୁଛି ଦୁର୍ଘଟଣା

ଗୋପ,୧୯।୮(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ - କୋଣାର୍କ ରାସ୍ତାରେ ଦୀର୍ଘ ଦୁଇ ସପ୍ତାହ ଧରି ଏକ ବିରାଟ ଖାଲ ସୃଷ୍ଟି ହୋଇଛି। ବିଭିନ୍ନ ସମୟରେ ଏହି ଖାଲ…

ନୂଆ ସମ୍ବିଧାନ ଲୋଡ଼ା

ନୂଆଦିଲ୍ଲୀ,୧୯ା୮, (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ୍‌) ଅଧ୍ୟକ୍ଷ ଡକ୍ଟର ବିବେକ ଦେବରାୟ ଭାରତ ପାଇଁ ଏକ ନୂଆ ସମ୍ବିଧାନ…