ଚନ୍ଦ୍ରରେ ସଲ୍‌ଫର ଥିବା ସ୍ପଷ୍ଟକଲା ରୋଭର

ବେଙ୍ଗାଲୁରୁ,୧ା୯:ଚନ୍ଦ୍ରର ଦକ୍ଷିଣ ମେରୁରେ ସଲ୍‌ଫର (ଗନ୍ଧକ) ଏବଂ ଅନ୍ୟାନ୍ୟ ଉପାଦାନ ରହିଥିବା ରୋଭର ପ୍ରଜ୍ଞାନ ପୁଣିଥରେ ସ୍ପଷ୍ଟ କରିଛି। ଏଥର ଭିନ୍ନ ପ୍ରଯୁକ୍ତିରେ ରୋଭର ଉପରୋକ୍ତ ଉପାଦାନ…

ଶିଖରଚଣ୍ଡୀ ପାହାଡ଼ ଜୈବ ବିବିଧତା ନଷ୍ଟ ମାମଲା: ୧୧ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର,୧।୯(ବନ୍ଦନା ସେଠୀ): ଶିଖରଚଣ୍ଡୀ ପାହାଡ଼ ଜୈବ ବିବିଧତା ନଷ୍ଟ ମାମଲାରେ ଗୁରୁବାର ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ରେ ଶୁଣାଣି ହୋଇଥିଲା। ଏଥିସହ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର…

ସୋରୋସ୍‌ ଖୋଲିଲେ ଆଦାନୀ ପେଡ଼ି

ନୂଆଦିଲ୍ଲୀ,୧ା୯(ପି.ଟି.):ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ସମୂହ ବିରୋଧରେ ନୂଆ ଅଭିଯୋଗ ଆସିଛି। ଆଦାନୀ ଗ୍ରୁପ୍‌ ଶେୟାରରେ ଆଦାନୀଙ୍କ ପରିବାର ସହଯୋଗୀମାନେ ଗୋପନୀୟ ଭାବେ ବହୁ କୋଟି ଟଙ୍କା…

ସରକାରୀ ମେଡିକାଲ, ଇଞ୍ଜିନିୟରିଂ କଲେଜରେ ପଢୁଥିବା ଏସ୍‌ଟି,ଏସ୍‌ସିଙ୍କ ଫି’ ଫେରସ୍ତ ହେବ

ଭୁବନେଶ୍ୱର,୧ା୯(ଅନିଲ ଦାସ):ସରକାରୀ ମେଡିକାଲ କଲେଜ ଏବଂ ଇଞ୍ଜିନିୟରିଂ କଲେଜରେ ପଢୁଥିବା ସମସ୍ତ ଏସ୍‌ଟି,ଏସ୍‌ସି ଛାତ୍ରୀଛାତ୍ରଙ୍କ ସମସ୍ତ ଫି’ ଫେରାଯିବ। ସମସ୍ତ ପାଠପଢ଼ା ଖର୍ଚ୍ଚ ବିଭାଗ ତରଫରୁ ବହନ…

କଳ୍ପନାଜଳ୍ପନା ଭିତରେ ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ,୧ା୯(କୁଲଦୀପ ସିଂ):ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଚାଲିବ ବୋଲି ଗୁରୁବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ମୋଦି ସରକାରଙ୍କ…

ସ୍କୁଲ ବ୍ୟାଗ୍‌ ବଣ୍ଟନରେ ଅନିୟମିତତା ଅଭିଯୋଗ

ନିଶ୍ଚିନ୍ତକୋଇଲି,୧।୯(ଅଶୋକ କୁମାର ମହାପାତ୍ର): ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟରେ ପିଲାମାନଙ୍କୁ ବ୍ୟାଗ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବର୍ଷେ ହେବ…

୨୨ରୁ ବିଧାନସଭା ଆରମ୍ଭ

ଭୁବନେଶ୍ୱର,୧ା୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ବିଧାନସଭାର ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ପ୍ରଥମ ଦିବସରେ…

ମିଳିତ ମେଣ୍ଟ ‘ଇଣ୍ଡିଆ’କୁ ପଶୁପଲ ସହ ତୁଳନା କଲେ ଭାଜପା ନେତା

ମୁମ୍ବାଇ,୧।୮: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ବିରୋଧୀ ‘ଇଣ୍ଡିଆ’ ମିଳିତ ମେଣ୍ଟକୁ ‘ଏଜେଣ୍ଡା-ବିହୀନ’ ବୋଲି କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହିଷ୍କାର କରିବା ଏହାର ଏକମାତ୍ର…

ରାଜ୍ୟର ପ୍ରଥମ ପୌରାଞ୍ଚଳ ପ୍ରତି ଅବହେଳା

କେନ୍ଦ୍ରାପଡ଼ା,୧ା୯ (ଜଗନ୍ନାଥ ଧଳ: ୧୮୮୫ ମେ ୧୮ରେ ଲର୍ଡ ରିପନ ସ୍ବାୟତ୍ତ ଶାସନ ପ୍ରସ୍ତାବ ଆଗତ କରିଥିଲେ। ଏହା ପୂର୍ବରୁ ଇଂରେଜ ସରକାର ୧୮୫୯ରେ କେନ୍ଦ୍ରାପଡ଼ା ଓ…

ଜୁରିକ ଡାଇମଣ୍ଡ ଲିଗ୍‌: ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ

ନୂଆଦିଲ୍ଲୀ,୧ା୯: ଜୁରିକ ଡାଇମଣ୍ଡ ଲିଗରେ ଭାରତର ତାରକା ଜାଭେଲିନ ଥ୍ରୋ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଛି। ସେ ୮୫.୭୧ ମିଟରର ସର୍ବଶ୍ରେଷ୍ଠ…