କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ସିଇଓ ଉଦୟ କୋଟାକ୍‌ଙ୍କ ଇସ୍ତଫା: ଦୀପକ ଗୁପ୍ତାଙ୍କୁ ନିଯୁକ୍ତି କଲା ଆରବିଆଇ

ନୂଆଦିଲ୍ଲୀ,୮।୯: କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ୍‌ ସିଇଓ ଉଦୟ କୋଟାକ୍‌ଙ୍କ ଇସ୍ତଫା ପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ମଧ୍ୟବର୍ତ୍ତୀ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ…

ଖାସ୍‌ ଢଙ୍ଗରେ ‘ଯବାନ’ର ସଫଳତାକୁ ସେଲିବ୍ରେଟ୍‌ କରୁଛି ଗୁଗୁଲ୍‌, ପ୍ରଶଂସକଙ୍କୁ ଦେଲା ବଡ଼ ସରପ୍ରାଇଜ୍‌

ବମ୍ବେ: ରିଲିଜର ଦୁଇଦିନ ବି ହୋଇନାହିଁ। ହେଲେ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ବଲିଉଡ ବାଦଶାହା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ଯବାନ’। ସିନେମାଘରଗୁଡ଼ିକ ହାଉସ୍‌ଫୁଲ…

ଆଧାର ଅପଡେଟ୍‌ କରିବାର ସମୟସୀମା ୩ମାସ ବୃଦ୍ଧି

ନୂଆଦିଲ୍ଲୀ,୮।୯: ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ଆଧାରକୁ ଅପଡେଟ୍‌ କରିବାର ସମୟସୀମା ଆଉ ତିନିମାସକୁ ବୃଦ୍ଧି କରିଛି। ଅପଡେଟ୍‌ କରିବାର ସମୟସୀମା ସେପ୍ଟେମ୍ବର ୧୪…

ସୁପର-୪: ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ରିଜର୍ଭ ଡେ’

କଲମ୍ବୋ,୮ା୯: ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତ-ପାକିସ୍ତାନ ମଧ୍ୟରେ କଲମ୍ବୋଠାରେ ଖେଳାଯିବାକୁ ଥିବା ସୁପର-୪ ମ୍ୟାଚ୍‌ ପାଇଁ ଏସିଆନ କ୍ରିକେଟ କାଉନ୍‌ସିଲ(ଏସିସି) ପକ୍ଷରୁ ସ୍ବତନ୍ତ୍ର ରିଜର୍ଭ ଡେ’ର…

ଖ୍ୟାତନାମା କାର୍ଟୁନିଷ୍ଟ ଅଜିତ ନିନାନଙ୍କ ପରଲୋକ

ନୂଆଦିଲ୍ଲୀ,୮।୯: ପରଲୋକରେ ପ୍ରସିଦ୍ଧ କାର୍ଟୁନିଷ୍ଟ ଅଜିତ ନିନାନ। ଶୁକ୍ରବାର ସକାଳେ ମହୀଶୂରସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ…

ଦିଲ୍ଲୀରେ ପହଞ୍ଚି କହିଲେ ସୁନକ: ମୁଁ ଜଣେ ହିନ୍ଦୁ, ଏହାକୁ ନେଇ ମୁଁ ଗର୍ବ କରେ…

ନୂଆଦିଲ୍ଲୀ,୮।୯: ଜି୨୦ ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ଦିଲ୍ଲୀରେ ପହଞ୍ଚିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ। ଭାରତରେ ପହଞ୍ଚିବାକୁ ନେଇ ସେ ନିଜର ଖୁସିବ୍ୟକ୍ତ କରିବା…

ଦିଲ୍ଲୀରେ ବାଇଡେନ

ନୂଆଦିଲ୍ଲୀ,୮।୯: ଜି-୨୦ ଶିଖର ସମ୍ମିଳନୀ ବୈଠକ ପାଇଁ ବିଭିନ୍ନ ଦେଶର ପ୍ରମୁଖ ନେତା ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସଂଧ୍ୟାରେ ଆମେରିକା ରାଷ୍ଟ୍ରପତି ଜୋ…

ଯୁବକଙ୍କୁ ହାଣି ହତ୍ୟା: ମୃତକଙ୍କ ନାଁରେ ରହିଛି ଆପରାଧିକ ମାମଲା

ବଡବିଲ,୮।୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଦାମୁହଟିଂ ସ୍ଥିତ ଭୂୟାଁ ସାହିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ଦାମୁହଟିଂ ଅଞ୍ଚଳରେ…

ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ: ରାଜନୈତିକ ପ୍ରସଙ୍ଗ ‘ଭାରତ’

ମାଲେ,୮।୯: ହିନ୍ଦ୍‌ ମହାସାଗରସ୍ଥିତ ମାଳଦ୍ୱୀପରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ଶନିବାର ଅନୁଷ୍ଠିତ ହେବ। ଏହା ପୂର୍ବରୁ ପ୍ରଚାର ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ପ୍ରାର୍ଥୀ…

ସେନାନୀଙ୍କ ଜନ୍ମମାଟିରେ ନିର୍ମାଣ ହେବ ସ୍ମାରକୀ: ମନମୋହନ ସାମଲ

ପାଟଣା,୮।୯(ବୀରକିଶୋର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଶୁକ୍ରବାର ‘ମୋ ଦେଶ ମୋ ମାଟି’ କାର୍ଯ୍ୟକ୍ରମରେ ଯୋଗଦେବା ନେଇ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଗସ୍ତ…