ଭୁବନେଶ୍ୱର,୧୦।୯(ଅନୁରାଧା ମହାରଣା)ମାନସିକ ଅବସାଦ କାରଣରୁ ଯୁବପିଢ଼ି ଅନେକ ସମୟରେ ଆମତ୍ହତ୍ୟା ପରି ଚରମ ପଦକ୍ଷେପ ନେଉଛନ୍ତି। ତେବେ ଏହି ମାନସିକ ଅବସାଦ ପଛରେ ବିଭିନ୍ନ କାରଣ ରହୁଛି।…
ଭୁବନେଶ୍ୱର, ୧୦।୯ (ବନ୍ଦନା ସେଠୀ)କିଛିଦିନର ବ୍ୟବଧାନ ପରେ ପୁଣି ମାର୍କେଟ ବିଲ୍ଡିଂରେ ବ୍ୟବସାୟ କରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଶନିବାର ଅପରାହ୍ନରେ ୧୦ରୁ ଅଧିକ…
ଜଟଣୀ,୧୦ା୯(ରବୀନ୍ଦ୍ର ନାଥ ମହାକୁଡ଼)ଆସନ୍ତା ୧୯ତାରିଖରେ ଗଣେଶ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ସହର। ବିଭିନ୍ନ ବ୍ୟବସାୟୀ ସଂଘ, ସାହିବସ୍ତି ଓ କ୍ଲବ ପକ୍ଷରୁ ଧୁମଧାମରେ ଗଣେଶପୂଜା…
ସାକ୍ଷୀଗୋପାଳ,୧୦।୯(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର)- ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋଠାରୁ ଭୁବନେଶ୍ୱର ଯାଉଥିବା ଏକ ମୋ ବସ୍ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ରେ ୧୦ଜଣ ଯାତ୍ରୀ ଥିବାବେଳେ ସୁଆଣ୍ଡୋ ଗ୍ରାମର…
ଭୁବନେଶ୍ୱର,୧୦ା୯(ସୂର୍ଯ୍ୟକାନ୍ତ ବେହେରା)ଜଣେ ଯୁବତୀଙ୍କ ନାଁରେ ନକଲି ଫେସ୍ବୁକ୍ ଆକାଉଣ୍ଟ ଖୋଲି ବିଭିନ୍ନ ଆଳରେ ଯୁବକଙ୍କୁ ୩୪ ଲକ୍ଷ ଠକି ନେଇଛନ୍ତି ଜଣେ ଯୁବ ଇଞ୍ଜିନିୟର। ଏନେଇ ଅଭିଯୋଗ…
ବଲାଙ୍ଗୀର, ୧୦ା୯ (ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ମହିଳା ମେଡିସିନ୍…
ବାଲେଶ୍ୱର, ୧୦ା୯(ମାନସ ବିଶ୍ୱାଳ)ଟ୍ରେନରେ ଯାତ୍ରୀଙ୍କୁ ଦୁର୍ବ୍ୟବହାର ସହ ଟଙ୍କା ନ ଦେବାରୁ ଚଳନ୍ତା ଟ୍ରେନରୁ ଠେଲି ଦେବା ଅଭିଯୋଗରେ ଜଣେ କିନ୍ନରଙ୍କୁ ବାଲେଶ୍ୱର ଜିଆରପି ଗିରଫ କରିଛି।…
ଭୁବନେଶ୍ୱର,୧୦ା୯(ଅସମାପିକା ସାହୁ)ରାଜ୍ୟରେ ସାପ କାମୁଡ଼ା ମୃତ୍ୟୁ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏପରିସ୍ଥିତିରେ ସାପ କାମୁଡ଼ାରେ ମୃତ୍ୟୁ ହେଲେ ମିଳୁଥିବା ଅନୁକମ୍ପା ରାଶିରେ ମଧ୍ୟ ଦ୍ୱନ୍ଦ୍ୱ…
ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ଠାକୁରମୁଣ୍ଡା (ତାରାକାନ୍ତ ପଟ୍ଟନାୟକ),୧୦ା୯ସାମାନ୍ୟ ମାଛ ଚୋରି ପାଇଁ କଙ୍ଗାରୁକୋର୍ଟରେ ମାଡ଼ ମାରି ଦଣ୍ଡିତ କରିଥିବାରୁ ଲୋକଲଜ୍ୟା ସହି ନ ପାରି ବିଷ ପିଇ ଜଣେ…
ପଣଜୀ,୧୦।୯: ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ଜରିଆରେ ଗୋଆରେ ଆନ୍ତଃଦେଶୀୟ ସେକ୍ସ ର଼୍ୟାକେଟ ଚାଲୁଛି। ର଼୍ୟାକେଟ ଗୋଆରେ ଚାଲୁଛି, ହେଲେ କେନିୟାରୁ ଏହାକୁ ପରିଚାଳନା କରାଯାଉଥିବା ପୋଲିସ…