ନୂଆଦିଲ୍ଲୀ,୧୩।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦିନିକିଆ କ୍ରିକେଟ ରେ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଂ ପ୍ରକାଶ କରିଛି। ବୁଧବାର ପ୍ରକାଶିତ ବ୍ୟାଟ୍ସମ୍ୟାନ ତାଲିକାରେ ପାଇଁ ଭାରତୀୟ ଓପନର୍ ଶୁଭମନ…
ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ କାର୍ଡ ପ୍ରକାଶ ପାଇଛି। ଉଭୟଙ୍କ ସରକାରୀ ବିବାହ ତାରିଖ ପ୍ରକାଶ ପାଇଛି। ପଞ୍ଜାବୀ ରୀତିନୀତି ଅନୁଯାୟୀ ୨୪…
ବାଲିଗୁଡ଼ା,୧୩ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ରାୟଗଡ଼ା ଜିଲା ତେଲେଙ୍ଗାପଦରରୁ ଚୋରି ବୋଲେରୋ ବାଲିଗୁଡ଼ା ବାଇପାସ ରାସ୍ତାରୁ ଠାବ ହୋଇଛି। ମଙ୍ଗଳବାର ରାତିରେ ମୁନିଗୁଡ଼ା ଥାନା ଅନ୍ତର୍ଗତ ତେଲାଙ୍ଗାପଦର ଗାଁର…
କୋରାପୁଟ,୧୩ା୯(ଅମିତାଭ ବେହେରା): ଓଡ଼ିଶାର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ପୁନଃ ନିଯୁକ୍ତି ପାଇଁ ବୁଧବାର କୋରାପୁଟ ଜିଲାପାଳଙ୍କଠାରେ ଦାବି ରଖିଛନ୍ତି ୬ ଛଟେଇ ଜଳସେଚନ ବିଭାଗ କର୍ମଚାରୀ।…
ନୂଆଦିଲ୍ଲୀ,୧୩।୯: ଜି-୨୦ ବୁକଲେଟ୍ରେ ମୋଗଲ ସମ୍ରାଟ ଆକବରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର। ଏପ୍ରସଙ୍ଗରେ ରାଜ୍ୟସଭା ସାଂସଦ କପିଲ ସିବଲ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପୁସ୍ତକର…
ଭୁବନେଶ୍ୱର,୧୩ା୯(ଅସମାପିକା ସାହୁ): ଯାଜପୁର ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲକୁ ଯଯାତି କେଶରୀଙ୍କ ନାମରେ ନାମିତ କରାଯିବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅନୁମୋଦନ କରିଛନ୍ତି।…
ନୂଆଦିଲ୍ଲୀ, ୧୩।୯: କାର୍ରେ ଏୟାରବ୍ୟାଗ, ନିରାପତ୍ତାର ସଙ୍କେତ। କାରରେ ଯେତେ ଅଧିକ ଏୟାରବ୍ୟାଗ ରହିବ ଯାତ୍ରୀ ସେତିକି ସୁରକ୍ଷିତ ରହିବେ। କିନ୍ତୁ ମାର୍କେଟରେ ଏୟାରବ୍ୟାଗ ବୃଦ୍ଧି ସହିତ…
କର୍ଲାମୁଣ୍ଡା,୧୩ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ସଂଘ ପକ୍ଷରୁ ବିଭିନ୍ନ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶିକ୍ଷୟିତ୍ରୀ/ଶିକ୍ଷକ ସାମୁହିକ ଛୁଟି ନେବା…
ନୂଆଦିଲ୍ଲୀ,୧୩।୯ : ଯଦିଓ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ରାଜନୈତିକ ସମ୍ପର୍କ ଭଲ ହୋଇ ନ ପାରେ, ତେବେ ସୀମାର ଅପର ପାର୍ଶ୍ୱରେ ରହୁଥିବା ଲୋକମାନେ ଦୁଇ…
ଛତ୍ରପୁର,୧୩ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ସରପଞ୍ଚ ମହାସଂଘର ଡାକରାରେ ଛତ୍ରପୁର ବ୍ଲକ ସରପଞ୍ଚ ସଂଘର କର୍ମକର୍ତ୍ତା ଚୟନ ହୋଇଛି। ଏନେଇ ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା।…