ବର୍ଷା ଯୋଗୁ ଅଧାରୁ ଅଟକିଲା ମ୍ୟାଚ, ଖେଳାଯିବ ୪୨ ଓଭର

କଲମ୍ବୋ,୧୪।୯: ଗୁରୁବାର କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଥିବା ପାକିସ୍ତାନ ଏବଂ ଶ୍ରୀଲଙ୍କା ମ୍ୟାଚ ସମୟରେ ବର୍ଷା ଯୋଗୁ ମ୍ୟାଚକୁ ଅଧାରୁ ବନ୍ଦ କରାଯାଇଛି। ୨୭.୪ ଓଭରରେ…

ଘରେ ରଖାଯାଇଥିବା ଏହି ୫ ଅଶୁଭ ଜିନିଷ ବଢ଼ାଇଥାଏ ଦୁର୍ଭାଗ୍ୟ; ଯଥାଶୀଘ୍ର ବାହାର କରିଦିଅନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ରଖାଯାଇଥିବା କିଛି ଖରାପ ଜିନିଷ ନକାରାତ୍ମକ ଶକ୍ତି ଆଣିଥାଏ। ଏହି ଜିନିଷଗୁଡ଼ିକୁ ଘରେ ରଖିବା ଦ୍ୱାରା ଦାରିଦ୍ରତା ମାଡ଼ି ଆସେ। ବୈବାହିକ ଜୀବନରେ…

ବ୍ରିଜ ଉପରେ ୪ ଫୁଟ୍‌ ବନ୍ୟା ପାଣି

କର୍ଲାମୁଣ୍ଡା,୧୪।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକରେ ବୁଧବାର ରାତିରୁ ଲଗାଣ ବର୍ଷା ହେବା ଫଳରେ ରିଞ୍ଜା-କର୍ଲାମୁଣ୍ଡା ରାସ୍ତା ସରବରା ନାଲା ବ୍ରିଜ ଉପରେ ୪…

ସନାତନ ପରେ ଏବେ ହିନ୍ଦୀକୁ ନେଇ ଅମିତ ଶାହାଙ୍କ ଉପରେ ବର୍ଷିଲେ ଉଦୟନିଧି

ଚେନ୍ନାଇ,୧୪।୯: ତାମିଲନାଡୁର ସରକାରରେ ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ ବର୍ତ୍ତମାନ ସନାତନ ଧର୍ମ ପରେ ହିନ୍ଦୀକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ…

ଯୁବାବସ୍ଥାରେ ଆପଣାନ୍ତୁ ଏହି ୪ ଅଭ୍ୟାସ; ବାର୍ଦ୍ଧକ୍ୟ ବେଳେ ପଡ଼ିବେନି ଏକା

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ମନୁଷ୍ୟ ଜୀବନରେ ସୁଖଦୁଃଖ ହେଉଛି ଖରାଛାଇ ଭଳି। ଏହା ସମସ୍ତଙ୍କ ଜୀବନରେ ଆସିଥାଏ। ଏଥିଲାଗି ମନୁଷ୍ୟକୁ ପ୍ରତିଟି ପରିସ୍ଥିତିରେ ସଂଘର୍ଷ କରି ଆଗକୁ…

କିମ୍‌ଙ୍କ ସହ ଭଉଣୀ ମଧ୍ୟ ଯାଇଛନ୍ତି ରୁଷିଆ

ମସ୍କୋ,୧୪।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ରୁଷିଆ ଗସ୍ତରେ ଅଛନ୍ତି। ସେ ବୁଧବାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଏକ ଶିଖର…

ଓଡ଼ିଶା ଦିବ୍ୟାଙ୍ଗ ଟିମ୍‌ରେ ପ୍ରଫୁଲ୍ଲଙ୍କ ସ୍ଥାନ ପକ୍କା

ଗଞ୍ଜାମ,୧୪।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ରମ୍ଭା ସହରରେ ରହୁଥିବା ଗ୍ରାମାଞ୍ଚଳ କ୍ରିକେଟ କ୍ଳବର ଦିବ୍ୟାଙ୍ଗ ଖେଳାଳି ପ୍ରଫୁଲ କୁମାର ତରାଇ ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ ଦଳରେ…

ସିଙ୍ଗାପୁରର ନବମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ କାର୍ଯ୍ୟଭାର ସମ୍ଭାଳିଲେ ଥର୍ମନ

ସିଙ୍ଗାପୁର,୧୪।୯: ଭାରତୀୟ ମୂଳ ବାସିନ୍ଦା ଥର୍ମନ ଶନମୁଗରତ୍ନମ ଗୁରୁବାର ସିଙ୍ଗାପୁର ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ସେ ସିଙ୍ଗାପୁରର ନବମ ରାଷ୍ଟ୍ରପତି ହୋଇଛନ୍ତି। ସୂଚନାଯୋଗ୍ୟ ରାଷ୍ଟ୍ରପତି ହଲିମା…

ସାମୂହିକ ଛୁଟିରେ ରହିବେ ୪୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ

ମୋରଡ଼ା,୧୪।୯(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧୀନରେ କାର୍ଯ୍ୟରତ ୪ଶହରୁ ଊର୍ଦ୍ଧ୍ୱ ଶିକ୍ଷକ ଶୁକ୍ରବାର ସାମୁହିକ ଛୁଟିରେ ରହିବେ। ଏନେଇ ଏକ ଦାବିପତ୍ର…

ରାଜ୍ୟର ଖଣିଜ ସମ୍ପଦକୁ ଏଟିଏମ ଭଳି ବ୍ୟବହାର କରିଛି କଂଗ୍ରେସ: ରାୟଗଡରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଛତିଶଗଡ଼ ଗସ୍ତରେ ଯାଇଛନ୍ତି। ସେଠାରେ ସେ ରାୟଗଡ଼ରେ ପହଞ୍ଚି ଏକ ରୋଡ ଶୋ’ କରିଛନ୍ତି। ଏହାସହ ବିଜୟ ଶଙ୍ଖନାଦ ରାଲିକୁ…