ଲଘୁଚାପ: ୩ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୦।୯(ଅନିଲ ଦାସ): ଉତ୍ତର-ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହେବାରୁ ଏହାର ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଓଡ଼ିଶା…

ହୋଟେଲ, ଜାତୀୟ ରାଜପଥରେ ବନ୍ଧୁକଧାରୀଙ୍କ ଆତଙ୍କ

ବଲାଙ୍ଗୀର, ୨୦।୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର-ସୋନପୁର ଜାତୀୟ ରାଜପଥର ଗିରିଗୋବର୍ଦ୍ଧନ ନିକଟରେ ଥିବା ଏକ ହୋଟେଲ ଏବଂ ଜାତୀୟ ରାଜପଥରେ ଜଣେ ଯୁବକ ମଙ୍ଗଳବାର ଅପରାହ୍ନ…

ବିଶ୍ୱକପ୍‌ ଦଳରେ ଅଶ୍ୱିନଙ୍କ ଏଣ୍ଟ୍ରି ନିଶ୍ଚିତ

ନୂଆଦିଲ୍ଲୀ,୨୦।୯: ଆସନ୍ତା ମାସରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍‌ ପାଇଁ ଟିମ ଇଣ୍ଡିଆରେ ଏକ ବଡ଼ ପରିବର୍ତ୍ତନ ହେବ। ଅଷ୍ଟ୍ରେଲିଆ ସିରିଜ ପରେ ବର୍ତ୍ତମାନ ଆର୍‌…

ରୁଷିଆ ବିରୋଧରେ ନରସଂହାର ଅଭିଯୋଗ ଆଣିଲେ ଜେଲେନସ୍କି…

କିଭ, ୨୦।୯: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷିଆକୁ ଆକ୍ରମଣକାରୀ ଏବଂ ୟୁକ୍ରେନରେ ଜନଶୁଣାଣି କରିଥିବା ଅଭିଯୋଗ କରିଛନ୍ତି। ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ର ୭୮…

ଅଟୋ-ଟ୍ରକ୍‌ ଧକ୍କା: ପରିବାରର ୩ ମୃତ

ଭବାନୀପାଟଣା/ଜୁନାଗଡ଼,୨୦।୯(ଉତ୍ତମ କୁମାର ଦାଶ/ଅଂଶୁମାନ ଯୋଶୀ):  କଳାହାଣ୍ଡି ଜିଲାରେ ବୁଧବାର ଗଣପର୍ବ ନୂଆଁଖାଇ ପାଳନ ହେବ। ଏହାପୂର୍ବରୁ ମଙ୍ଗଳବାର ଜିଲାରେ ଏକ ଦୁଃଖଦ ଘଟଣା ଘଟିଛି। ଜିଲାର ଜୁନାଗଡ…

ଲୋକ ସଭାରେ ଆଗତ ହେଲା ନୂଆ ବିଲ୍‌: ସମସ୍ତ ଶ୍ରେୟ ନବୀନଙ୍କର:ବିଜେଡି

ଭୁବନେଶ୍ୱର,୨୦।୯(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁ ଲୋକ ସଭାରେ ମହିଳା ସଂରକ୍ଷଣ ବିଲ୍‌ ଆଗତ ହୋଇଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ବିଜେଡି ଉପସଭାପତି…

ନୂଆ ଭବନକୁ ପ୍ରବେଶ କରିବା ସମୟରେ ମିଳିଥିବା ସମ୍ବିଧାନର କପିରୁ ସମାଜବାଦୀ-ଧର୍ମନିରପେକ୍ଷ ଶବ୍ଦ ଗାଏବ, କଂଗ୍ରେସର ଅଭିଯୋଗ

ନୂଆଦିଲ୍ଲୀ,୨୦।୯: ବୁଧବାର ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ମହିଳା ସଂରକ୍ଷଣ ବିଲ୍‌ ଅର୍ଥାତ୍‌ ନାରୀଶକ୍ତି ବନ୍ଦନ ଅଧିନିୟମ ଉପରେ ଆଲୋଚନା ହେବ। ଏହି ସମୟରେ ଉତ୍ତେଜନା…

ଭାରତ-କାନାଡା ସମ୍ପର୍କକୁ ନେଇ ଚିନ୍ତିତ ବାଇଡେନ

ଓ୍ବାଶିଂଟନ୍‌,୨୦।୯: ଭାରତ ଏବଂ କାନାଡା ମଧ୍ୟରେ ଖଲିସ୍ତାନୀ ନେତାଙ୍କ ହତ୍ୟାକୁ ନେଇ ତିକ୍ତତା ବଢୁଛି। କାନାଡାର ଅଭିଯୋଗ ପରେ ଭାରତ ପଦକ୍ଷେପ ନେଇ କାନାଡା କୂଟନୀତିଜ୍ଞଙ୍କୁ ୫…

ଆର୍ମେନିଆ ବିରୋଧରେ ଯୁଦ୍ଧ ଆରମ୍ଭ କଲା ଆଜରବୈଜାନ, ସାମରିକ ଆକ୍ରମଣରେ ୨୫ ମୃତ

ବାକୁ,୨୦।୯: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଉ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆଜରବୈଜାନ ପୁଣି ଆର୍ମେନିଆ ବିରୋଧରେ ଯୁଦ୍ଧ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ,…

କାନାଡା-ଭାରତ ବିବାଦରେ ବ୍ରିଟେନର ଏଣ୍ଟ୍ରି, ବୈଦେଶିକ ମନ୍ତ୍ରୀ କହିଲେ, ଅନ୍ୟ ଦେଶର ସାର୍ବଭୌମତ୍ୱକୁ ସମ୍ମାନ ଦେବା ଉଚିତ୍‌

ଲଣ୍ଡନ,୨୦।୯: ବ୍ରିଟେନର ବୈଦେଶିକ ସଚିବ ଜେମ୍ସ କ୍ଲେଭର୍ଲି କାନାଡା-ଭାରତ ବିବାଦ ଉପରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସମସ୍ତ ଦେଶ ଅନ୍ୟ ଦେଶର ସାର୍ବଭୌମତ୍ୱକୁ ସମ୍ମାନ ଦେବା…