କ୍ରୁରତା ପ୍ରମାଣ ବିନା ଛାଡ଼ପତ୍ର ସମ୍ଭବ ନୁହେଁ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୦।୯ : ସୁପ୍ରିମକୋର୍ଟ ଏକ ରାୟରେ କହିଛନ୍ତି ଦାମ୍ପତ୍ୟ ଜୀବନରେ କ୍ରୁରତାର ପ୍ରମାଣ ବିନା ଛାଡପତ୍ର ପ୍ରକ୍ରିୟାରେ ହାଇକୋର୍ଟ ଉଭୟଙ୍କ ମଧ୍ୟରେ ବିବାହ ଭଙ୍ଗ କରିପାରିବେ ନାହିଁ।…

୨୫ ସୁଦ୍ଧା ଶିକ୍ଷକ ତାଲିକା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୦।୯(ଅସମାପିକା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବା ଦ୍ୱାଦଶ ପରୀକ୍ଷା ଆସନ୍ତା ୨୦୨୪ ଫେବୃୟାରୀ ୧୪ରୁ ଆରମ୍ଭ ହେବ।…

ସମାନତା ଆଧାରରେ ସୁରକ୍ଷା ପରିଷଦର ସଂସ୍କାର ଜରୁରୀ: ଜାତିସଂଘ ମୁଖ୍ୟ ଗୁଟେରସ…

ଜେନେଭା,୨୦।୯ : ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ବିଶ୍ୱର ସମାନତା ଏବଂ ପ୍ରାସଙ୍ଗିକତା ଉପରେ ଆଧାର କରି ସୁରକ୍ଷା ପରିଷଦ (ୟୁଏନଏସସି) ରେ ସଂସ୍କାର ଆଣିବାକୁ…

ଖଲିସ୍ତାନୀ ନେତା ହତ୍ୟା ମାମଲା: ଭାରତକୁ ନିନ୍ଦା କରିବାକୁ ଅନେକ ଦେଶକୁ ଦାବି କରିଥିଲା କାନାଡା, ରିପୋର୍ଟରେ ଖୁଲାସା

ଓଟାଓ୍ବା,୨୦।୯: ଖଲିସ୍ତାନୀ ନେତାଙ୍କ ହତ୍ୟାକୁ ନେଇ କାନାଡା ଏବଂ ଭାରତ ମଧ୍ୟରେ ମତଭେଦ ବଢିବାରେ ଲାଗିଛି। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ପ୍ରକାଶ…

ପାକିସ୍ତାନର ପର୍ଦ୍ଦାଫାଶ: ମାନବ ଅଧିକାରର ଉଲ୍ଲଂଘନ ଅଭିଯୋଗ…

ଜେନେଭା,୨୦।୯: ଆମଷ୍ଟରଡାମ ସ୍ଥିତ ଇଏଫଏସଏଏସ ଥିଙ୍କ ଟ୍ୟାଙ୍କର ଅନୁସନ୍ଧାନକାରୀ ବିଶ୍ଳେଷକ ମାଇକେଲା ମୁଟୋଭସିଭ ପାକିସ୍ତାନୀ ସେନା ଦ୍ୱାରା ମାନବିକ ଅଧିକାରର ଉଲ୍ଲଂଘନ ତଥା ଅତ୍ୟାଚାର ପ୍ରସଙ୍ଗ ଉଠାଇଛନ୍ତି।…

ଦିଲ୍ଲୀରେ ସିଦ୍ଦାରାମାୟା, କାବେରୀ ଜଳ ବିବାଦ ଉପରେ କେନ୍ଦ୍ର ସହିତ କରିବେ ବୈଠକ

ନୂଆଦିଲ୍ଲୀ,୨୦।୯: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଦିଲ୍ଲୀ ଗସ୍ତରେ ଅଛନ୍ତି। କାବେରୀ ଜଳ ବିବାଦକୁ ନେଇ ସେପ୍ଟେମ୍ବର ୨୦ରେ ହେବାକୁ ଥିବା ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମଙ୍ଗଳବାର…

ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀଙ୍କ ସୁରକ୍ଷା ବଢ଼ିବ

ଭୁବନେଶ୍ୱର,୨୦।୯(ଅନିଲ ଦାସ): ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି ଏବଂ ମନ୍ତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଲ୍ୟାର୍ପଣ ଆଦି କାର୍ଯ୍ୟକ୍ରମରେ ସୁରକ୍ଷା ଦେବା…

୫୦୦ କୋଟି କ୍ଲବ୍‌ରେ ‘ଯବାନ’

ମୁମ୍ବାଇ: ଶାହାରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଯବାନ’ ବକ୍ସ ଅଫିସରେ ରେକର୍ଡ କରୁଛି। ଫିଲ୍ମର କ୍ରେଜ୍‌ ଦର୍ଶକଙ୍କ ମଧ୍ୟରେ ରହିଛି। ରିଲିଜ୍‌ ହେବାର ଦୁଇ ସପ୍ତାହ ପରେ…

କଟକରୁ ବାବାଙ୍କୁ ଧରିଲା କର୍ନାଟକ ପୋଲିସ

କଟକ ଅଫିସ୍‌,୨୦।୯(କାର୍ତ୍ତିକ ସାହୁ): କର୍ନାଟକର ଜଣେ ଶିଳ୍ପପତିଙ୍କୁ ଭାଜପା ବିଧାୟକ ଟିକେଟ ପ୍ରଦାନ କରିବା ନାଁରେ ଦେଢ଼ କୋଟି ଟଙ୍କା ଠକେଇ ଅଭିଯୋଗରେ କର୍ନାଟକ ପୋଲିସ ସୋମବାର…