୧୯ ପଳାତକ ଖଲିସ୍ତାନୀଙ୍କ ସମ୍ପତ୍ତି ଜବତ ହେବ

ନୂଆଦିଲ୍ଲୀ,୨୫ା୯: ଖଲିସ୍ତାନୀ ଆତଙ୍କବାଦୀ ତଥା ବେଆଇନ ଘୋଷିତ ବିଚ୍ଛିନ୍ନତାବାଦୀ ସଂଗଠନ ‘ଶିଖ୍‌ସ ଫର୍‌ ଜଷ୍ଟିସ’ର ମୁଖ୍ୟ ଗୁରପତଓ୍ବନ୍ତ ସିଂ ପନ୍ନୁନ୍‌ଙ୍କ ସମ୍ପତ୍ତି ଜବତ ହେବାର ଦିନକ ପରେ…

ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ବିଶ୍ୱ ବାଣିଜ୍ୟର ଆଧାର ହେବ

ନୂଆଦିଲ୍ଲୀ,୨୫ା୯(ପି.ଟି.): ଆଗାମୀ ଶହ ଶହ ବର୍ଷ ପାଇଁ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ବିଶ୍ୱ ବାଣିଜ୍ୟର ଆଧାର ହେବାକୁ ଯାଉଛି। ଭାରତରେ ଏହାର ପରିକଳ୍ପନା କରାଯାଇଥିଲା ବୋଲି ଇତିହାସ ମନେରଖିବ।…

ଶ୍ରମିକ ବଦଳରେ ମେଶିନ କାମ ସତ୍ତ୍ୱେ ସରୁନି ପ୍ରକଳ୍ପ

କେନ୍ଦ୍ରାପଡ଼ା, ୨୫ା୯ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାରେ କର୍ମନିଯୁକ୍ତି ଏକ ସମସ୍ୟା। ଶିଳ୍ପ ପ୍ରତିଷ୍ଠାନ ଅଥବା କୃଷିଭିତ୍ତିକ ଶିଳ୍ପ ନାହିଁ। ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ଭିତ୍ତିଭୂମି ନ…

ଦ୍ୱିତୀୟ ଦିନ ପାଇଁ ଚନ୍ଦ୍ରାବାବୁଙ୍କୁ ଜେରା

ରାଜମହେନ୍ଦ୍ରଭରମ୍‌,୨୫ା୯: ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଟିଡିପି ଅଧ୍ୟକ୍ଷ ଚନ୍ଦ୍ରାବାବୁ ନାଇଡୁଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ସିଆଇଡି ଅଧିକାରୀମାନଙ୍କ ଏକ ଟିମ୍‌ ରବିବାର ଦ୍ୱିତୀୟ ଦିନ ପାଇଁ…

ବାଃ ଧର୍ମପଦ ବାଃ…

ଏବେ ଆମେ ଆଲୋଚନା କରିବା ବାରମ୍ବାର ଶ୍ରୀପଦ୍ମକେଶର ମନ୍ଦିରର ମୁଣ୍ଡି ମରାଯାଇଥିଲେ ମଧ୍ୟ ତାହା ରହି ନ ଥିଲା। ସୂତ୍ରଧର ସେହି ଚିନ୍ତାରେ ଅବସାଦଗ୍ରସ୍ତ ହୋଇ ଅସୁସ୍ଥ…

ଟାୟାର ମରାମତିରୁ ସିଭିଲ ଜଜ୍‌

ପ୍ରୟାଗରାଜ,୨୫ା୯ : ଗାଡ଼ିର ଫଟା ଟାୟାର ମରାମତି କରୁଥିବା ଜଣେ ଯୁବକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଅହଦ ଅହମଦ (୨୬) ନାମକ ଏହି ଯୁବକ ପ୍ରୋଭିନ୍‌ସିଆଲ୍‌…

ଆଦାନୀ, ପାଓ୍ବାର ଫିତା କାଟିଲେ

ଅହମ୍ମଦାବାଦ/ନୂଆଦିଲ୍ଲୀ,୨୫ା୯: ଜାତୀୟ ରାଜନୀତିକୁ ପୁଣି ସରଗରମ କରିଛି ଏକ ହାଇପ୍ରୋଫାଇଲ ମିଟିଂ। ଗୌତମ ଆଦାନୀ ଏବଂ ଶରଦ ପାଓ୍ବାର। ଜଣେ ଶାସକ ଭାଜପା ଆଡ଼କୁ ଢଳି ରହିଥିବା…

ଅବପାତର ରୂପ ନେଇପାରେ ଲଘୁଚାପ

ଭୁବନେଶ୍ୱର,୨୫।୯(ଅନୁରାଧା ମହାରଣା):ଆସନ୍ତା ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର…

ପୁରୀ-ରାଉରକେଲାକୁ ଗଡ଼ିଲା ୨ୟ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଭୁବନେଶ୍ୱର, ୨୫ା୯(ସୁନିତ୍‌ ମିଶ୍ର):ରାଜ୍ୟରେ ରବିବାରଠାରୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଗଡ଼ିବା ଆରମ୍ଭ କରିଛି। ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ଭିଡିଓ କନଫରେନ୍ସ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଖରାପ ରାସ୍ତାରୁ ଡାକ୍ତରଙ୍କ ଜୀବନ ଗଲା

ଭୁବନେଶ୍ୱର,୨୫ା୯(ସତ୍ୟଜିତ୍‌ ରାଉତ):ରାଜଧାନୀରେ ଖାଲଖମାପୂର୍ଣ୍ଣ ରାସ୍ତା ପାଇଁ ଦୁର୍ଘଟଣାରେ ଜଣେ ଯୁବ ଡାକ୍ତରଙ୍କ ଜୀବନ ଯାଇଛି। ଶନିବାର ରାତିରେ କଟକ ରୋଡ୍‌ର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲ ଓଭରବ୍ରିଜ୍‌…