ସେକ୍ସୁଆଲ ହାରାସମେଣ୍ଟ ମାମଲାରେ ଫସିଥିଲେ ଅମିତାଭ!

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ୮୦ ବର୍ଷରେ ପାଦ ଥାପିଛନ୍ତି । ୮୦ ବର୍ଷ ବୟସରେ ବି ସେ ଦର୍ଶକଙ୍କ ଏତେ ନିକଟତର ଯେ ଅନ୍ୟ କେହି ସେ ସ୍ଥାନରେ ପହଞ୍ଚିବା ମୁସ୍କିଲ । ବିଗ୍ ବି ଅମିତାଭ ତାଙ୍କ ଲଭ ଲାଇଫକୁ ନେଇ ଯେତିକି ଚର୍ଚ୍ଚାକୁ ଆସିଥିଲେ ତାଙ୍କ ସମ୍ପର୍କରେ ଆଉ ଏକ ଖବର ଗୋଟିଏ ସମୟରେ ତାଙ୍କ ପ୍ରଶଂସକଙ୍କ ହୋସ ଉଡାଇ ଦେଇଥିଲା । ଯେତେବେଳେ ବଲିଉଡରେ ହାସ ମିଠୁ କ୍ୟାମ୍ପେନ ଚାଲିଥିଲା ସେତିକି ବେଳେ ଅମିତାଭଙ୍କ ନାଁରେ ଶୁଣିବାକୁ ମିଳିଥିଲା ଏମିତି ଏକ ଖବର ।
ଏହି କ୍ୟାମ୍ପେନ ସମୟରେ ମହିଳାମାନେ ସେମାନଙ୍କ ସହ ହୋଇଥିବା ଅତ୍ୟାଚାର ଓ ଯୌନ ଶୋଷଣ ସମ୍ପର୍କରେ ଖୋଲାଖୋଲି ସାମ୍ନାକୁ ଆଣିଥିଲେ । ଏହି ସମୟରେ ସୋସିଆଲ ମିଡିଆରେ ପୂର୍ବତନ ମିସ୍ ଇଣ୍ଡିଆ ତଥା ବଲିଉଡ ଅଭିନେତ୍ରୀ ସୟାଲି ଭଗତଙ୍କର ଏକ ଷ୍ଟେଟମେଣ୍ଟ ଶେୟାର କରାଯାଇଥିଲା । ଏହି ଷ୍ଟେଟମେଣ୍ଟରେ ସୟାଲି ଅମିତାଭ ବଚ୍ଚନଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ପରେ କିନ୍ତୁ ଏହା ଭୁଲ ବୋଲି କୁହାଯାଇଥିଲା ।
ତେବେ ସୟାଲି ଭଗତ ଅମିତାଭଙ୍କ ଉପରେ ଏମିତି ଅଭିଯୋଗ ଆଣି ନ ଥିବା ନିଜେ କହିଥିଲେ । ତାଙ୍କ ନାମରେ ଏମିତି କେହି କରିଥିବା ସେ କହିଥିଲେ । ଯାଞ୍ଚ ପରେ ସୟାଲି ନିଜେ ତାଙ୍ ଷ୍ଟେଟମେଣ୍ଟ ଜାରି କରି କହିଥିଲେ କି ଏହା ସମ୍ପୂର୍ଣ୍ଣ ମିଥ୍ୟା । ଶେଷରେ ଅମିତାଭଙ୍କ ଉପରେ ଲାଗିଥିବା ଏହି ଗମ୍ଭିର ଅଭିଯାଗ ମିଛ ବୋଲି ପ୍ରମାଣିତ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri