Categories: Video

ବ୍ୟାନ୍ ଆପର ବିକଳ୍ପ ଆପ୍

ଲଦାଖ ସୀମାରେ ଭାରତ-ଚାଇନା ବିବାଦ ପରେ ଦେଶରେ ଚାଇନା ସାମଗ୍ରୀ ବ୍ୟାନ କରିବାକୁ ସ୍ୱର ଉତ୍ତୋଳନ ଆରମ୍ଭ ହୋଇଥିଲା। ଏହାରି ଭିତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକଟକ ସହ ୫୯ଟି ଆପକୁ ନିସିଦ୍ଧ ଘୋଷଣା କରାଯାଇଥିଲା। ତେବେ ଟିକଟକ୍ ସହ ୫୯ଟି ଆପ୍ ବ୍ୟାନ୍ ହେବା ପରେ ଏହାର ବିକଳ୍ପ କଣ ସବୁ ରହିଛି ଦେଖନ୍ତୁ ଏହି ଭିଡିଓରେ…