Categories: Video

ପ୍ଲାଜମା ଥେରାପି କ’ଣ

କରୋନାରେ ପ୍ରତିଦିନ ଆକ୍ରାନ୍ତ ଓ ମୃତକଙ୍କ ଗ୍ରାଫ ଯେମିତି ବଢିଚାଲିଛି । ଅନେକ ଦେଶ କରୋନାରୁ ରକ୍ଷା ପାଇବା ଲାଗି ଭ୍ୟାକସିନ୍ ବାହାର କରିବାରେ ଲାଗିଛନ୍ତି । ଏହାରି ଭିତରେ ପ୍ଲାଜମା ଥେରାପି କରୋନା ରୋଗୀଙ୍କ ଲାଗି ଯେମିତି ଆଶାର ଏକ ନୂଆ କିରଣ ସାଜିଛି । ବିଶେଷ କରି କୋରାନାରେ କ୍ରିଟିକାଲ କଣ୍ଡିସନରେ ଥିବା ରୋଗୀଙ୍କ ଲାଗି । ତେବେ ଏହି ପ୍ଲାଜମା ଥେରାପି କଣ ଆସନ୍ତୁ ଦେଖିବା