Posted inଖେଳ

ବିଶ୍ୱକପ ପାଇଁ ଦଳ ଘୋଷଣା କଲେ ସମସ୍ତ ୧୦ ଦେଶ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୯।୯: କିଛି ଦିନ ପରେ ଭାରତରେ ଏକଦିବସୀୟ ବିଶ୍ୱକପ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟର ୧୩ତମ ସଂସ୍କରଣ ଅକ୍ଟୋବର ୫ରୁ ଆରମ୍ଭ ହେବ। ଫାଇନାଲ୍‌ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ। ଏଥର ୧୦ଟି ଦଳ ବିଶ୍ୱକପରେ ଭାଗ ନେବେ। ଆୟୋଜକ ଭାରତ ବ୍ୟତୀତ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ନେଦରଲ୍ୟାଣ୍ଡ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ଦଳଗୁଡିକ ମଧ୍ୟରୁ ଅନେକ ଭାରତରେ ପହଞ୍ଚି ସାରିଛନ୍ତି। ବିଶ୍ୱକପ୍‌ ପାଇଁ ସମସ୍ତ ୧୦ ଦେଶର ଖେଳାଳିଙ୍କ ନାଁ ଘୋଷଣା ସରିଛି। ଆସନ୍ତୁ ଜାଣିବା ସବୁ ଦେଶର ସ୍କ୍ବାଡ୍‌ ବିଷୟରେ…

ଆଫଗାନିସ୍ତାନ
ହାଶମତୁଲ୍ଲା ଶାହିଡି (ଅଧିନାୟକ), ରହମାନୁଲ୍ଲା ଗୁରୁବାଜ, ଇବ୍ରାହିମ ଜାଦ୍ରାନ, ରିଆଜ ହାସନ, ରହମତ୍ ଶାହା, ନଜିବୁଲ୍ଲା ଜାଦ୍ରାନ, ମହମ୍ମଦ ନବୀ, ଇକ୍ରାମ ଅଲିଖିଲ, ଆଜମତୁଲ୍ଲା ଉମରଜାଇ, ରସିଦ ଖାନ, ମୁଜିବ ଉର ରେହମାନ, ନୁର ଅହମ୍ମଦ, ଫଜଲହକ ଅବଦୁଲ ଫାରୁକ।

ଅଷ୍ଟ୍ରେଲିଆ
ପ୍ୟାଟ କମିନ୍ସ (ଅଧିନାୟକ), ଷ୍ଟିଭ ସ୍ମିଥ, ଆଲେକ୍ସ କେରି, ଜୋସ ଇଂଲିସ, ଶିନ ଆବଟ୍ଟ, କ୍ୟାମେରନ ଗ୍ରୀନ, ଜୋସ ହାଜଲେଉଡ, ଟ୍ରାଭିସ ହେଡ, ମାର୍ନସ ଲାବୁସାନେ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ଡେଭିଡ ୱାର୍ନର, ଆଦାମ ଜାମ୍ପା, ମିଚେଲ ଷ୍ଟାର୍କ।

ବାଂଲାଦେଶ
ଶାକିବ ଅଲ ହାସନ (ଅଧିନାୟକ), ଲିଟନ ଦାସ, ତନଜିଦ ହାସନ ତମିମ, ନାଜମୁଲ ହୁସେନ ଶାଣ୍ଟୋ (ଉପ-ଅଧିନାୟକ), ତାହିଦ ହ୍ରିଡୋଇ, ମୁଶଫିକୁର ରହୀମ, ମହମୁଦୁଲ୍ଲା ରିୟାଦ, ମେହେଦି ହାସନ ମିରାଜ, ନାସୁମ ଅହମ୍ମଦ, ଶାକ ମହେଦି ହାସନ, ତସ୍କିନ ଅହମ୍ମଦ, ମୁସ୍ତାଫିଜୁର ରହମାନ ମହମୁଦ, ଶୋରିଫୁଲ ଇସଲାମ, ତାନଜିମ ହାସନ ସାକିବ

ଇଂଲଣ୍ଡ (ଡିଫେଣ୍ଡିଂ ଚାମ୍ପିଅନ)
ଜୋସ ବଟଲର୍‌ (ଅଧିନାୟକ), ମୋଏନ ଅଲି, ଗୁସ ଆଟକିନ୍ସନ, ଜନି ବେୟାରଷ୍ଟୋ, ସାମ କୁରାନ, ଲିଆମ ଲିଭିଙ୍ଗଷ୍ଟୋନ, ଡେଭିଡ ମାଲାନ, ଆଦିଲ ରସିଦ, ଜୋ ରୁଟ, ହ୍ୟାରି ବ୍ରୁକ, ବେନ ଷ୍ଟୋକ୍ସ, ରିସ ଟୋପଲି, ଡେଭିଡ ୱିଲି, ମାର୍କ ଉଡ, କ୍ରିସ ୱୁକସ।
ଭାରତ
ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ଶାମି, ରବିଚନ୍ଦ୍ରନ ଅଶ୍ୱିନ, ସୂର୍ଯ୍ୟକୁମାର ଯାଦବ।
ନେଦରଲ୍ୟାଣ୍ଡ
ସ୍କଟ ଏଡୱାର୍ଡସ (ଅଧିନାୟକ), ମ୍ୟାକ୍ସ ଓ’ଡାଉଡ, ବାସ ଦେ ଲିଡେ, ବିକ୍ରମ ସିଂ, ତେଜା ନିଡାମାନୁରୁ, ପଲ ଭାନ ମେକେରେନ, କଲିନ ଆକ୍କର୍ମନ, ରୋଲ୍ଫ ଭାନ ଡେର୍‌ ମେରୱେ, ଲୋଗାନ ଭାନ ବେକ, ଆର୍ଯ୍ୟନ ଦତ୍ତ, ରିଆନ କ୍ଲିନ, ୱେସଲି ବାରେସି, ସାକିବ ଜୁଲଫିକର, ଶରିଜ ଅହମ୍ମଦ, ସାଇବ୍ରାଣ୍ଡ ଏଙ୍ଗେଲବ୍ରେଚ
ନ୍ୟୁଜିଲାଣ୍ଡ
କେନ ୱିଲିୟମସନ (ଅଧିନାୟକ), ଟ୍ରେଣ୍ଟ ବୋଲ୍ଟ, ମାର୍କ ଚାପମାନ, ଡିଭନ କନୱେ, ଲକି ଫର୍ଗୁସନ, ମ୍ୟାଟ ହେନେରୀ, ଟମ ଲାଥାମ, ଡାରିଲ ମିଚେଲ, ଜିମି ନିଶାମ, ଗ୍ଲେନ ଫିଲିପ୍ସ, ରାଚିନ ରବିନ୍ଦ୍ର, ମିଚ ସାଣ୍ଟନର୍‌, ଇଶ ସୋଡି, ଟିମ ସାଉଥୀ, ୱିଲ ୟଙ୍ଗ।

ପାକିସ୍ତାନ
ବାବର ଆଜାମ (ଅଧିନାୟକ), ଶାଦବ ଖାନ, ଫଖର ଜମାନ, ଇମାମ-ଉଲ-ହକ, ଅବଦୁଲ୍ଲା ଶାଫିକ, ମହମ୍ମଦ ରିଜୱାନ, ସାଉଦ ଶକିଲ, ଇଫ୍ଟିଖର ଅହମ୍ମଦ, ସଲମାନ ଅଲି ଆଗା, ମହମ୍ମଦ ନୱାଜ, ଉସାମା ମିର, ହରିସ ରାଉଫ, ହାସନ ଅଲି, ଶାହିନ ଆଫ୍ରିଦି, ମହମ୍ମଦ ୱାସିମ

ଦକ୍ଷିଣ ଆଫ୍ରିକା
ଟେମ୍ବା ବାଭୁମା (ଅଧିନାୟକ), ଜେରାଲ୍ଡ କୋଟଜେ, କ୍ୱିଣ୍ଟନ ଡି କକ, ରେଜା ହେଣ୍ଡ୍ରିକ୍ସ, ମାର୍କୋ ଜନସେନ, ହେନ୍ରିଚ କ୍ଲାସେନ, କେଶବ ମହାରାଜ, ଆଡେନ ମାର୍କ୍ରାମ, ଡେଭିଡ ମିଲର, ଲୁଙ୍ଗି ନିଗିଡି, ଆଣ୍ଡିଲ ଫେହୁଲୁକାୟୋ, କାଗିସୋ ରାବାଡା, ଟାବ୍ରାଇଜ ଶାମସି, ରାସି ଭାନ ଡେର୍‌ ଡୁସେନ, ଲିଜାଡ ୱିଲିୟମ୍ସ

ଶ୍ରୀଲଙ୍କା
ଦାସୁନ ଶାନାକା (ଅଧିନାୟକ), କୁସାଲ ମେଣ୍ଡିସ (ଉପ-ଅଧିନାୟକ), କୁସାଲ ପେରେରା, ପଥୁମ ନିସାଙ୍କା, ଲାହିରୁ କୁମାରା, ଦିମୁଥ କରୁଣାତ୍ନେ, ସାଦିରା ସମରୱିକ୍ରାମା, ଚାରିଥ ଆସାଲଙ୍କା, ଧନଞ୍ଜୟ ଦେ ସିଲଭା, ମହିଷ ଟିକସାନା, ଡୁନିଥ ଭେଲାଏଜ, କସୁନ ରାଜିତା, ମଥୀଶା ପାଥିରାନା, ଦିଲଶାନ ମଧୁଶାଙ୍କା, ଦୁଶାନ ହେମନ୍ଥା


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ

ନୂଆଦିଲ୍ଲୀ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri