ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ଶାହରୁଖ, ଆଲିଆଙ୍କ ଏହି ଫିଲ୍ମ

ଶାହରୁଖ ଖାନ୍‌ ଓ ଆଲିୟା ଭଟ୍ଟଙ୍କ ଫିଲ୍ମ ‘ଡାର୍ଲିଂଙ୍ଗ୍ସ’ ପ୍ରେକ୍ଷାଳୟରେ ରିଲିଜ୍‌ ନ ହୋଇ ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଫିଲ୍ମଟି ଶାହରୁଖ ଓ ଆଲିୟାଙ୍କ ପ୍ରଡକ୍ସନ ହାଉସ ଦ୍ବାରା ପ୍ରସ୍ତୁତ ହୋଇଛି। ଏହା ଏକ କମେଡ଼ି ଫିଲ୍ମ। ଏହି ଫିଲ୍ମର ଷ୍ଟ୍ରିମିଙ୍ଗ ରାଇଟ୍ସକୁ ନେଟଫ୍ଲିକ୍ସକୁ ମିଳିଛି । ଏବେ ତାହା ୮୦କୋଟିର। ଫିଲ୍ମରେ ଶେଫାଳୀ ଶାହ, ବିଜୟ ବର୍ମା ଏବଂ ରୋଶନ ମ୍ୟାଥ୍ୟୁ ଲିଡ ରୋଲରେ ଥିବାବେଳେ ଫିଲ୍ମର ନିର୍ଦ୍ଦେଶକ ଜସମିତ କୋ ରୀନ ଅଛନ୍ତି ।

Share