Categories: Video

ଅଜୟଙ୍କ ପାଇଁ ଫ୍ଲାଇଟ୍‌ରେ ଗଲା ଓଡ଼ିଆ ଖାଦ୍ୟ

ଭୁବନେଶ୍ୱରରୁ ଓଡିଆ ଖାଦ୍ୟ ଅର୍ଡର କରି ଖାଇଲେ ଅଜୟ ଦେବ୍‌ଗନ । ଫ୍ଲାଇଟ୍‌ରେ ଏହି ସବୁ ଖାଦ୍ୟ ମୁମ୍ବାଇ ପଠାଯାଇଛି । କଙ୍କଡା ଆଳୁ ଝୋଳ, ଚିଙ୍ଗୁଡି ତରକାରୀ, ନାରିୟଲ ଚିକେନ ସହ କ୍ଷୀର ପୋଡପିଠା, ରସଗୋଲା, ଗୁଲାବ ଜାମୁନ୍ ଆଦି ପଠାଯାଇଛି ।