ମାସକୁ ୩ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏଆଇ ମଡେଲ, ଦେଖିଲେ ଭ୍ରମରେ ପଡୁଛନ୍ତି ଅଭିନେତା

ମାଦ୍ରିଦ,୨୫।୧୧: ଆର୍ଟିଫିଶିଆଲ ଇଣ୍ଟେଲଜେନ୍ସି ଯେଉଁଠି ଲୋକଙ୍କ ପାଇଁ ସମ୍ଭାବନାର ସୁଯୋଗ ଦେଇଛି ସେହିପରି ଅଗାମୀ ଭବିଷ୍ୟତରେ ସମାଜ ପାଇଁ ସମସ୍ୟା ମଧ୍ୟ ବଢାଇଛି। ଏଆଇ ଯୋଗୁ ବହୁ ଲୋକ ଚାକିରୀ ହରାଉଛନ୍ତି। ଅନେକଙ୍କୁ ଭବିଷ୍ୟତରେ ଚାକିରୀ ହରାଇବା ନେଇ ଆଶଙ୍କା ରହିଛି। କିନ୍ତୁ ଏହାରି ଭିତରେ ସୂଚନା ମିଳିଛି କି ସ୍ପେନରେ ଜଣେ ବ୍ୟକ୍ତି ଏଆଇ ମଡେଲ ପସ୍ତୁତ କରିଛନ୍ତି। ଯାହା ସାହାର୍ଯ୍ୟରେ ସେ ପ୍ରତି ମାସରେ ୩ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ବାର୍ସିଲୋନାର ଏହି ଏଆଇ ମଡେଲ ମହିଳା ଜଣକ ହେଉଛନ୍ତି ୨୫ବର୍ଷିୟ ଐତାନା ଲୋପେଜ। ଏତାନା ଦେଖିବାକୁ ପୁରା ମଣିଷ ଭଳି ମଡେଲ। ଯେକେହି ବି ଦେଖିଲେ ତାଙ୍କୁ ନେଇ ଭ୍ରମରେ ପଡଯିବ। ବ୍ୟକ୍ତି ଜଣକ କହିଛନ୍ତି, ଐତାନାଙ୍କୁ ବହୁ ବଡ ବଡ ହସ୍ତି ଏପରକି ଲୋକପ୍ରିୟ ଅଭିନେତା ମଧ୍ୟ ସୋସିଆଲ ମିଡିଆରେ ପ୍ରାଇଭେଟ ମେସେଜ କରୁଛନ୍ତି। ଏପରିକି ତାଙ୍କ ସହ ଭେଟିବାକୁ ମଧ୍ୟ ଚାହୁଁଛନ୍ତି କାରଣ ସେମାନେ ତାଙ୍କୁ ସତ ସତିକା ଦେଖାଯାଉଥିବା ମହିଳା ମଡେଲ ଭାବୁଛନ୍ତି। କିନ୍ତୁ ଅସଲରେ ସେ ଜରେ ମହିଳା ମଡେଲ।

ଐତାନା ମାସକୁ ପାଖାପାଖି ୧୦ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କିନ୍ତୁ କହିବାକୁ ଗଲେ ସେ ୩ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଐତାନା ଗୋଟିଏ ବିଜ୍ଞାପନ ପାଇଁ ଏକ ଲକ୍ଷ ଟଙ୍କା ଡିମାଣ୍ଡ କରୁଛନ୍ତି। ନିକଟରେ ସେ ଏକ ସ୍ପୋର୍ଟସ୍ପ ସପ୍ଲିମେଣ୍ଟ କମ୍ପାନୀର ଚେହେରା ମଧ୍ୟ ହୋଇଯାଇଛନ୍ତି। ସେ ଫ୍ୟାନଭ୍ୟୁ ନାମକ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜ ଫଟୋ ଅପଲୋଡ କରନ୍ତି। କିଛିଦିନ ମଧ୍ୟରେ ଇନଷ୍ଟ୍ରାଗ୍ରାମରେ ତାଙ୍କ ଫଲୋର୍ସ ୧୨୧,୦୦୦ରୁ ଅଧିକ ବଢି ଯାଇଛି। ତାଙ୍କ ପୋଷ୍ଟରେ ହଜାର ହଜାର ଭ୍ୟୁଜ ଆସିବା ସହ ବହୁତ କମେଣ୍ଟସ ମଧ୍ୟ ଆସୁଛି।
ଐତାନାଙ୍କ ପାଇଁ ପ୍ରତି ସପ୍ତାହରେ ଏକ ଏଜେନ୍ସି ଟିମର ବୈଠକ ହୋଇଥାଏ। ଯେଉଁଥିରେ ସପ୍ତାହ ମଧ୍ୟରେ ଐତାନା କଣ କରିବେ, େକେଉଁ ସ୍ଥାନକୁ ଯିବେ ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ କେଉଁ ଫଟୋ ଅପଲୋଡ ହେବ ସେ ବିଷୟରେ ପ୍ଲାନିଂ କରାଯାଏ। କହିରଖୁଛୁ କି, ଐତାନାଙ୍କ କୌଣସି ଫଟୋଶୁଟ ହୋଇ ନ ଥାଏ। ଏଆଇ ଏବଂ ଡିଜାଇନ ଦ୍ୱାରା ତାଙ୍କର ଫଟୋ ପ୍ରସ୍ତୁତ କରାଯାଇ ଶେୟାର କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ଆମେରିକାକୁ ସମର୍ଥନ କରି ଯୁଦ୍ଧକୁ ଡେଇଁବେ ଏହି ୨ ମୁସଲିମ ଦେଶ, ଛାନିଆ ହେଲା ଇରାନ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ଯୁଦ୍ଧରେ ଏବେ ଦୁଇଟି ପ୍ରମୁଖ ମୁସଲିମ ଦେଶ ଆମେରିକାକୁ ସମର୍ଥନ କରି ଯୁଦ୍ଧରେ ଡେଇଁବାକୁ ପ୍ରସ୍ତୁତ ହେଉଛନ୍ତି। ଏହାର ଅର୍ଥ…

ଯୁଦ୍ଧ ବନ୍ଦ ଘୋଷଣା କରି ଟ୍ରମ୍ପ କମାଉଛନ୍ତି ମୋଟା ଅଙ୍କର ଟଙ୍କା! ଜାଣିଲେ ଉଡିବ ହୋସ୍‌

ଓ଼୍ବାଶିଂଟନ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଟ୍ରମ୍ପ ଇରାନକୁ 48 ଘଣ୍ଟାର ଅଲଟିମେଟମ ଦେଇଥିଲେ: ଶତ୍ରୁତା ବନ୍ଦ କର, ନଚେତ ଆମେରିକା ଇରାନର…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

ଯୁଦ୍ଧ ସଙ୍କଟକୁ ନେଇ ରାଜ୍ୟ ସଭାରେ ଏମିତି କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜ୍ୟ ସଭାରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଭାରତର ରଣନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ପଶ୍ଚିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri