Categories: Video

ରୁଟି ପୋଡିଗଲା ପରେ

ରୁଟି ପୋଡି ଯାଇଛି ବୋଲି ଅଫିସରୁ ଆସିଲା ବେଳଠାରୁ ସୁବାଶିଷ ବାବୁ ତାଙ୍କ ସ୍ତ୍ରୀ ସନ୍ଧ୍ୟା ଭାଉଜଙ୍କ ଉପରେ ଗେରଗେର ହେଉଛନ୍ତି । ସ୍ତ୍ରୀଙ୍କୁ ତାଗିଦ୍ କରି କହୁଛନ୍ତି, ମୁଁ ତମକୁ କେତେଥର କହିଲେଣି ତମେ ରୁଟି କଲାବେଳେ ଜମା ଅନ୍ୟମନସ୍କ ହେବ ନାହିଁ ବୋଲି । ତମେ କଣ ମୋ କଥା ବୁଝି ପାରୁନ