Categories: Video

୨ ବର୍ଷ ପରେ ସ୍ନାନ ବେଦୀରେ ଦେଖୁଛୁ ଠାକୁରଙ୍କୁ

ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ସ୍ନାନ ବେଦୀରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଦାରୁ ଦିଅଁଙ୍କର ଏହି ଦୁର୍ଲଭ ବେଶ ଦେଖିବାକୁ ଆଜି ଶ୍ରୀକ୍ଷେତ୍ରରେ ଲାଗିଛି ଭିଡ । ଶୁଣନ୍ତୁ କ’ଣ କହୁଛନ୍ତି ଶ୍ରଦ୍ଧାଳୁ