ଇରାଙ୍କ ରିସେପ୍‌ଶନ ପାର୍ଟିକୁ ଆସିଲେନି ଅମିରଙ୍କ ଏକ୍ସ-ଓ୍ବାଇଫ୍‌

ମୁମ୍ବାଇ: ନିକଟରେ ଅମିର ଖାନଙ୍କ ଝିଅ ଇରା ତାଙ୍କ ନୂଆ ଜୀବନ ଆରମ୍ଭ କରିଛନ୍ତି। ସେ ତାଙ୍କର ପ୍ରେମିକ ନୂପୁର ଶିଖରଙ୍କୁ ବିବାହ କରିଛନ୍ତି।

आयरा खान और नूपुर शिखरे ने 13 जनवरी को मुंबई में ग्रैंड रिसेप्शन होस्ट किया था.

ବିବାହ ପରେ ୧୩ ଜାନୁଆରୀରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍‌ଶନ ପାର୍ଟି ଆୟୋଜିତ ହୋଇଥିଲା। ଯେଉଁଥିରେ ଅନେକ ଫିଲ୍ମ ଷ୍ଟାର ଯୋଗ ଦେଇଥିଲେ। କିନ୍ତୁ ଅମିରଙ୍କ ପୂର୍ବତନ ସ୍ତ୍ରୀ
କିରଣ ରାଓ ଆରମ୍ଭରୁ ଇରାଙ୍କ ବିବାହ  କାର୍ଯ୍ୟରେ ଭାଗ ନେଇଥିଲେ। କିନ୍ତୁ ମୁମ୍ବାଇରେ ଆୟୋଜିତ ରିସେପ୍‌ଶନ ପାର୍ଟିରେ କିରଣଙ୍କୁ ଦେଖିବାକୁ ମିଳି ନ ଥିଲା। ଏଭଳି ପରିସ୍ଥିତିରେ ୟୁଜରମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ମନ୍ତବ୍ୟ ଦେଉଥିବାର ଦେଖାଯାଇଥିଲା।

 

 

View this post on Instagram

 

A post shared by Spice (@spicesocial)

ଏହି ପାର୍ଟିରେ ଖାନ୍‌ ପରିବାର ଏକ ପରିବାର ଫଟୋ ସାମ୍ନାକୁ ଆସିଥିଲା। କିନ୍ତୁ ଏଥିରେ କିରଣଙ୍କୁ ଦେଖଇବାକୁ ମିଳିଲାନି। ଏଭଳି ପରିସ୍ଥିତିରେ ଯେତେବେଳେ ଅମିରଙ୍କୁ ପଚରାଗଲା ସେ କହିଛନ୍ତି, କିରଣ ଜୀ ଆଜି ଅସୁସ୍ଥ ଅଛନ୍ତି। ତାଙ୍କର ଭାଇରାଲ ଜ୍ୱର ହୋଇଛି, ଯେଉଁଥିପାଇଁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ, କିନ୍ତୁ ସେ ତାଙ୍କର ଆଗାମୀ ନୂଆ ଫିଲ୍ମ ଟିମ୍‌ର ସମସ୍ତଙ୍କୁ ପରିଚିତ କରାଇଥିଲେ।

ସଲମାନ ଖାନ୍‌ଠାରୁ ରେଖା, ସାଇରା ବାନୁ, ହେମା ମାଳିନୀ, ମାଧୁରୀ ଦୀକ୍ଷିତ, ଜୁହି ଚାଓ୍ବଲା, କ୍ୟାଟ୍ରିନା କୈଫ୍‌, ରଣବୀର କପୁର, ଧର୍ମେନ୍ଦ୍ର, ସଚିନ ତେନ୍ଦୁଲକର, ଆଦିତ୍ୟ ରାଓ, ସିଦ୍ଧାର୍ଥ, ଫରହାନ ଅଖତର, ଶିବାନୀ ଦାଣ୍ଡେକର, ସିଦ୍ଧ ପନ୍ଥନ ଶ୍ରୀୟା ଶରଣ, ରୋନିତ୍‌ ରୟ, ରାଜପାଲ ଯାଦବ, ଅମିଶା ପଟେଲ, କାର୍ତ୍ତିକ ଆର୍ୟନଙ୍କ ସମେତ ବହୁ ଜଣାଶୁଣା ଷ୍ଟାର୍‌ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri