ହ୍ବାଟ୍‌ସଆପ୍‌ରେ ଆସିଲା ଜବରଦସ୍ତ ଫିଚର,ଏକାସାଙ୍ଗେ ୧୨୮ ଲୋକଙ୍କୁ…

ନୂଆଦିଲ୍ଲୀ,୧୬।୧୧: ହ୍ବାଟ୍‌ସଆପ୍‌ ଏକ ନୂତନ ଫିଚର ପ୍ରକାଶ କରିଛି। ହ୍ବାଟ୍‌ସଆପ୍‌ ୟୁଜର୍ସଙ୍କ ପାଇଁ ମେଟା ଏକ ନୂତନ ଭଏସ ଚାଟ ଫିଚର ଲଞ୍ଚ କରିଛି, ଯାହା ଲାଇଭ ଭଏସ ଚାଟିଂ ସହିତ ସମାନ। ଯଦିଓ ଏହା ଗ୍ରୁପ ଭଏସ କଲ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ। ଗ୍ରୁପ ଭଏସ ଚାଟ ଆରମ୍ଭ କରିବା ପରେ, ଗ୍ରୁପର ଅନ୍ୟ ସଦସ୍ୟମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଆପଣ ଭଏସ ଚାଟ ବିଷୟରେ ନୋଟିଫିକେଶନ୍‌ ପାଇବେ କିନ୍ତୁ ଏହା ସାଇଲେଣ୍ଟ ରହିବ।
ହ୍ବାଟ୍‌ସଆପ୍‌ର ଏହି ଫିଚର ବଡ ସୁବିଧା ହେଉଛି ଯେ ଲୋକମାନେ ବ୍ୟସ୍ତ ଥିଲେ ଗ୍ରୁପରେ ଭଏସ ନୋଟ ଛାଡି ପାରିବେ। ଯଦି କେହି ହ୍ବାଟ୍‌ସଆପ୍‌ ମିଟିଂରେ ଅଛନ୍ତି ଏବଂ ତାଙ୍କୁ ମଧ୍ୟଭାଗରୁ ମିଟିଂ ଛାଡିବାକୁ ପଡିବ, ତେବେ ମାଇକ ଉପରେ ଟ୍ୟାପ କରି ଏକ ଭଏସ ନୋଟ ଛାଡି ପାରିବେ। ମିଟିଂ ଶେଷ ହେବା ପରେ ସମସ୍ତ ସଦସ୍ୟ ଏହି ନୋଟ ଶୁଣିବାକୁ ସମର୍ଥ ହେବେ। ଭଏସ ଚାଟରେ, ଯେକୌଣସି ୟୁଜର୍ସ ଯେକୌଣସି ସମୟରେ ଯୋଗଦାନ କରିପାରିବେ ଏବଂ ଛାଡିପାରିବେ।
ହ୍ବାଟ୍‌ସଆପ୍‌ ଭଏସ ଚାଟ କିପରି ଆରମ୍ଭ କରିବେ?
ଯେଉଁ ଗ୍ରୁପ ସହିତ ଆପଣ ହ୍ବାଟ୍‌ସଆପ୍‌ ଭଏସ ଚାଟ କରିବାକୁ ଚାହୁଁଛନ୍ତି ସେହି ଗ୍ରୁପ୍‌ ଖୋଲନ୍ତୁ
ବର୍ତ୍ତମାନ ସ୍କ୍ରିନର ଡାହାଣ ପାର୍ଶ୍ୱରେ ଦୃଶ୍ୟମାନ ହେଉଥିବା ଫୋନ ଆଇକନ ଉପରେ କ୍ଲିକ କରନ୍ତୁ
ବର୍ତ୍ତମାନ ଭଏସ ଚାଟ ଆରମ୍ଭ କରିବାକୁ ଟ୍ୟାପ କରନ୍ତୁ
ଏହା ପରେ, ସମସ୍ତ ଗ୍ରୁପ୍‌ ସଦସ୍ୟମାନଙ୍କୁ ସାଇଲେଣ୍ଟ ଭାବେ ଏକ ନୋଟିଫିକେଶନ୍‌ ମିଳିବ। ଏହା ଉପରେ କ୍ଲିକ୍‌ କରି ଜଏନ୍‌ କରିପାରିବେ।
ଗ୍ରୁପ୍‌ ଭଏସ ଚାଟ ଛାଡିବାକୁ ରେଡ କ୍ରସ ବଟନ କ୍ଲିକ କରନ୍ତୁ


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri