Categories: ଫୁରସତ

ମଣିଷଙ୍କ ପରି ଦୁଇ ଗୋଡ଼ରେ ଚାଲୁଛି ଛେଳି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଛେଳିକୁ ଦେଖିବାକୁ ମିଳୁଛି। ଛେଳଟି ମଣିଷଙ୍କ ପରି ଦୁଇ ଗୋଡ଼ାରେ ଚାଲୁଛି। ସେ ତା ଦୁଇ ଗୋଡ଼କୁ ଉପରକୁ ଟେକିଦେଇ ଅନ୍ୟ ଦୁଇ ଗୋଡ଼ରେ ଚାଲୁଛି। ଭିଡିଓକୁ ହାଓ ଥିଙ୍କସ୍‌ ଓ୍ବାର୍କ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

Share