ବିଜେଡିକୁ ପୁଣି ବଡ଼ ଝଟ୍‌କା: ପଦ୍ମ ଧରିଲେ ବ୍ଳକ ଅଧ୍ୟକ୍ଷା, ସରପଞ୍ଚ

ରାଇକିଆ,୧୩।୧(ପ୍ରଦୀପ ବେହେରା): ପଦ୍ମ ଧରିଲେ କନ୍ଧମାଳ ଜିଲା ରାଇକିଆ ବ୍ଳକ ଅଧ୍ୟକ୍ଷା ରିନା ପ୍ରଧାନ ଓ ରାଇକିଆ ସରପଞ୍ଚ ଗୀତାଞ୍ଜଳୀ ନାୟକ। ମଙ୍ଗଳବାର ରାଇକିଆଠାରେ ଅନୁଷ୍ଠିତ ଆତ୍ମନିର୍ଭର ଭାରତ ସମୃଦ୍ଧ ସମାବେଶ ଅବସରରେ ନିଜ ନିଜ ସମର୍ଥକଙ୍କ ସହ କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ ଏବଂ ଜଲା ଭାଜପା ସଭାପତି ପଣ୍ଡିତ ବିଶ୍‌ ମାଝୀଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି । ଉଭୟ ଦୀର୍ଘ ବର୍ଷ ହେଲା ବିଜେଡିରେ ରହି ବିଭିନ୍ନ ସାଙ୍ଗଠନିକ ପଦବୀରେ କାର୍ଯ୍ୟ କରି ଆସିଥିଲେ । ଏଥି ସହ ପୂର୍ବତନ ବ୍ଲକ ବିଜେଡି ସଭାପତି ରାଜମୋହନ ଦିଗାଲ, ସୁଧାଂଶୁ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ଦଳରୁ ବହୁ ସଂଖ୍ୟାରେ ଭାଜପାରେ ଯୋଗ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚିପ୍ସ ପ୍ୟାକେଟରେ ଥିବା ଖେଳଣା ହେଲା ବିସ୍ଫୋରଣ: ନାବାଳକଙ୍କ ଆଖି ନଷ୍ଟ, ଥାନାରେ ପହଞ୍ଚିଲେ ମା’ବାପା

ବଲାଙ୍ଗୀର,୧୩।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ଶଗଡ ଘାଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନାନୁଯାୟୀ, ଚିପ୍ସ ପ୍ୟାକେଟରେ ଥିବା...

ଭାରତ ସହ ବଡ଼ ଡିଲ୍‌, ଟ୍ରମ୍ପଙ୍କୁ ଝଟ୍‌କା!

ନୂଆଦିଲ୍ଲୀ,୧୩।୧: ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପାଇଁ ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନା ଏବେ ଏକ...

୧୮ରୁ ଶୀତରେ ଲାଗିବ ବ୍ରେକ୍‌

ଭୁବନେଶ୍ୱର,୧୩ା୧: ରାଜ୍ୟର ପୁଣି ଲେଉଟିଛି ଶୀତ। ବିଭିନ୍ନ ସହରରେ ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବା ବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି...

ଅଟୋରେ ଯାଉଥିଲେ ୧୦ ଜଣ ଯାତ୍ରୀ, ଭରସାମ୍ୟ ହରାଇ ଘାଟିରେ ଓଲଟିପଡିଲା ଅଟୋ

ଗୁଣୁପୁର,୧୩।୧ (ସଂକେତ ପାତ୍ର): ରାୟଗଡା ଜିଲା ପୁଟାସିଂ ଥାନା ସିନ୍ଦୁବା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ । ଅଟୋରେ ପ୍ରାୟ ୧୦ ଜଣ...

ଚାଇନା-ପାକିସ୍ତାନକୁ ଚେତାବନୀ ଦେଲା ଭାରତ: ଆମେ ସ୍ବାର୍ଥ ରକ୍ଷା ପାଇଁ…

ନୂଆଦିଲ୍ଲୀ,୧୩।୧: ଭାରତ ପୁଣିଥରେ ଶାକ୍ସଗାମ ଉପତ୍ୟକା ସମ୍ପର୍କରେ ଚାଇନା ଏବଂ ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇଛି। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପୁନର୍ବାର କହିଛନ୍ତି,...

ସମସ୍ୟା ଦୂର ପାଇଁ ପ୍ରତିଶ୍ରୁତି ଦେଲେ ବିଡିଓ: ଭଲ ଶିକ୍ଷାଦାନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୩।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡ଼ି ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହାକୁ ବିଦ୍ୟାଳୟର...

ପର୍ବପର୍ବାଣୀରେ ଛୁଟି ପାଉନାହାଁନ୍ତି ପୋଲିସ, ଜିଲାକୁ ମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ରହୁଥିବାରୁ…ସରକାରଙ୍କୁ ତେର୍ଚ୍ଛାବାଣ ମାରିଲେ କିରାଣୀ

ପାଟଣା,୧୩।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ହାଇସ୍କୁଲର କିରାଣୀ, ଭାଷ୍ୟକାର ତଥା ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ସଚିଦାନନ୍ଦ ମହାକୁଡ଼ ସୋମବାର...

୧୭ ଯାଏଁ ଶୀତ!: ୧୮ରୁ ବଢ଼ିବ

ଭୁବନେଶ୍ୱର,୧୩।୧: ରାଜ୍ୟରେ ୧୭ ତାରିଖ ଯାଏଁ ଜାରି ରହିବ ଶୀତ। ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ପଶ୍ଚିମାଝଡ଼ ପ୍ରଭାବରେ ୧୮ରୁ ତାପମାତ୍ରା ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri