ନୂଆଦିଲ୍ଲୀ,୧।୭: ଟୋୟୋଟା ମୋବିଲିଟି ଫାଉଣ୍ଡେଶନ ଏବଂ ଚ୍ୟାଲେଞ୍ଜ ୱାର୍କସ୍ ଆଣ୍ଡ ୱାର୍ଲଡ ରିସୋର୍ସେସ୍ ଇନ୍ଷ୍ଟିଚ୍ୟୁଟ୍ର ମିଳିତ ସହଯୋଗରେ ଏକ ଅଭିନବ କାର୍ଯ୍ୟକ୍ରମ ‘୯ ମିଲିୟନ ଡଲାର ଗ୍ଲୋବାଲ ଚ୍ୟାଲେଞ୍ଜ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଟୋୟୋଟା ମୋବିଲିଟି ଫାଉଣ୍ଡେଶନର ନିର୍ଦ୍ଦେଶକ (ପ୍ରୋଗ୍ରାମ୍ସ ବିଭାଗ) ର଼୍ୟାନ୍ କ୍ଲେମ୍ କହିଛନ୍ତି, ଗତ ଦଶନ୍ଧିରେ ଆମର ଅନୁଭୂତି ସ୍ଥାନୀୟ ସହରର କ୍ରୟର ମହତ୍ତ୍ୱ ଏବଂ ଆମର ଗତିବିଧିଗୁଡ଼ିକ ସହ ନିୟୋଜନକୁ ରେଖାଙ୍କିତ କରିଛି। ଏପରିକି ସଷ୍ଟେନେବୁଲ ସିଟିଜ୍ ଚ୍ୟାଲେଞ୍ଜ ସମୟରେ ଆମେ ଭବିଷ୍ୟତର ସହରଗୁଡ଼ିକ ପାଇଁ ଏକ ବିସ୍ତୃତ ମଡେଲ ବିକଶିତ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ଚିହ୍ନଟ କରାଯାଇଥିବା ଅଞ୍ଚଳଗୁଡ଼ିକରେ ଅଭିନବ ସମାଧାନ ସନ୍ଧାନ କରିବା ପାଇଁ ସହରଗୁଡ଼ିକୁ ଆସିବାକୁ ଯୋଜନା ରଖିଛୁ। ସେହିଭଳି ସଷ୍ଟେନେବୁଲ ସିଟିଜ୍ ଚ୍ୟାଲେଞ୍ଜକୁ ଟୋୟୋଟା ମୋବିଲିଟି ଫାଉଣ୍ଡେଶନ ପାଣ୍ଠି ଯୋଗାଉଛି ଏବଂ ଏହାକୁ ଚ୍ୟାଲେଞ୍ଜ ୱାର୍କସ୍ ଓ ୱାର୍ଲଡ ରିସୋର୍ସେସ୍ ଇନ୍ଷ୍ଟିଚ୍ୟୁଟ୍ ସହିତ ସହଭାଗିତାରେ ଡିଜାଇନ କରାଯାଇଛି। ଅପରପକ୍ଷରେ ଚ୍ୟାଲେଞ୍ଜ ୱାର୍କସ୍ରେ ଫ୍ୟୁଚର ସିଟିଜ୍ର ମୁଖ୍ୟ କ୍ୟାଥି ନୋଥ୍ଷ୍ଟାଇନ୍ କହିଛନ୍ତି, ସଷ୍ଟେନେବୁଲ ସିଟିଜ୍ ଚ୍ୟାଲେଞ୍ଜ ଉକ୍ତ ଉଦ୍ଭାବକମାନଙ୍କୁ ଲୋକଙ୍କ ଜୀବନକୁ ଉନ୍ନତ କରିବା ଲାଗି ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ସମାଧାନଗୁଡ଼ିକୁ ପରୀକ୍ଷଣ ଓ ଗ୍ରହଣ କରିବା ପାଇଁ ଉକ୍ତ ସହରଗୁଡିକ ସହ ଯୋଗାଯୋଗ କରିବାରେ ସାହାଯ୍ୟ କରିବ। ଉଲ୍ଲେଖଯୋଗ୍ୟ, ୨୦୨୪ ଫେବୃୟାରୀରେ ୩ଟି ବିଜେତା ସହରକୁ ଅନ୍ତର୍ଜାତୀୟ ଉଦ୍ଭାବକମାନଙ୍କଠାରୁ ପ୍ରବେଶକୁ ଆକର୍ଷିତ କରିବା ଲାଗି ଏକ ସିଟି ଚ୍ୟାଲେଞ୍ଜର ଆୟୋଜନ କରିବା ପାଇଁ ଚୟନ କରାଯିବ।
ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…
ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…
ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର
ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…
କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ
ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…
ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା
ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…
ଆଇସିସି ପ୍ଲେୟର ଅଫ୍ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି
ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ୍ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍ସନ ଏବଂ ପେସ୍ ବୋଲର…
ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ
ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…
ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?
ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…
ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍ କରି…
ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…
Archives

