Categories: Video

Onion prices bring tears to consumers । ପୁଣି କନ୍ଦାଇଲା ପିଆଜ

Onion prices continue to rise in Odisha. While this kitchen essential used to retail for Rs 20-25 a week back, prices have touched Rs 40 now. Even though the traders claim that their sales are getting impacted, it is the consumers that are most affected as always. Here is what the homekeepers have to say.

ଲଗାତାର ଭାବେ ବଢ଼ି ଚାଲିଛି ପିଆଜ ଦର । ଯେଉଁ ପିଆଜ ଗୋଟେ ସପ୍ତାହ ତଳେ ୨୦ରୁ ୨୫ଟଙ୍କା ଥିଲା ଏବେ ତାହା ୪୦ଟଙ୍କା ଆସି ଛୁଇଁଲାଣି। ଏହି ଦର ବୃଦ୍ଧି ଖାଉଟିଙ୍କୁ କେତେ ବାଧୁଛି ଚାଲନ୍ତୁ ଦେଖିବା ଏହି ଭିଡିଓରେ।