Categories: Video

86 tigers dead in Thailand|ଥାଇଲାଣ୍ଡ ମନ୍ଦିରରୁ ଉଦ୍ଧାର ୮୬ ବାଘ ମୃତ

Wildlife authorities in Thailand have announced that 86 of the 147 tigers that were rescued during a 2016 crackdown on the country’s controversial ‘Tiger Temple’ have died. Animal rights activists have accused the authorities of mismanagement and lack of adequate infrastructure

ଥାଇଲାଣ୍ଡର ଏକ ବିବାଦୀୟ ମନ୍ଦିରରୁ ୧୪୭ବାଘଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ନିଆଯାଇଥିଲା । ସେଥିରୁ ୮୬ରୁ ଉର୍ଦ୍ଧ୍ବ ବାଘଙ୍କ ମୃତ୍ୟୁ ଘଟିଛି। ଜିନଗତ ସମସ୍ୟା ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ଅଭୟାରଣ୍ୟ କର୍ତ୍ତୃପକ୍ଷ କହିଛନ୍ତି । ସେଠାରେ ଉପଯୁକ୍ତ ପରିଚାଳନା ଓ ରକ୍ଷଣାବେକ୍ଷଣର ଅଭାବ ରହିଥିବା ଅଭିଯୋଗ ହୋଇଥିଲା