Posted inଫୁରସତ

ଗୋଟିଏ ଫ୍ରେମ୍‌ରେ ପାଞ୍ଚ ପିଢ଼ି

ଆଜିକାଲି ସମୟରେ ଯେତେବେଳେ ଗୋଟିଏ ପରିବାରରେ ନିଜ ଜେଜେବାପା-ବାପାଙ୍କୁ ଦେଖିବା ସ୍ବପ୍ନ ହୋଇଥାଏ, ସେହି ସମୟରେ ୫ ପିଢ଼ି ଏକାଠି ରହିବା ଜାଣିଲେ ଭାଗ୍ୟର କଥା ବୋଲି କୁହାଯାଏ। ସେମାନେ ନାତି ନାତୁଣୀକୁ ନିଜ କୋଳରେ ଖେଳାଇ ଅପୂର୍ବ ଆନନ୍ଦ ପାଉଛନ୍ତି।

ସୋସିଆଲ ମିଡିଆରେ ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟିଏ ପରିବାରର ୫ ପିଢ଼ି ଏକାଠି ଦେଖିବାକୁ ମିଳିଛି। ତାହା ପୁଣି ସମସ୍ତେ ସୁସ୍ଥ ଆଉ ଜୀବିତ ଅବସ୍ଥାରେ। ପ୍ରସିଦ୍ଧ ବ୍ୟବସାୟ ଆନନ୍ଦ ମହିନ୍ଦ୍ରା ଏହି ଭିଡିଓ ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, ଯେଉଁଠି ୫ ପିଢ଼ି ଏକାଠି ରହିବା ଭାଗ୍ୟର ବିଷୟ। ଭିଡିଓଟି ଖୁବ୍‌ଶୀଘ୍ର ଭାଇରାଲ ହେଉଛି। ଗୋଟିଏ ଦିନରେ ୨ ଲକ୍ଷରୁ ଅଧିକ ଭ୍ୟୁ ସହିତ ୧୫୦୦୦ରୁ ଅଧିକ କମେଣ୍ଟ ହାସଲ କରିଛି।

 

ଆନନ୍ଦ ମହିଦ୍ରା ଶେୟାର କରିଥିବା ଭିଡିଓ ଭାରତର ନୁହେଁ। ସେଥିପାଇଁ ସେ ଭାରତରେ ଏପରି ଫଟୋ ଦେଖିବାକୁ ପ୍ରବଳ ଇଚ୍ଛା ପ୍ରକାଶ କଲେ। ଯାହା ଉପରେ ଲୋକଙ୍କ ପ୍ରତିକ୍ରିୟା ଦେଖି, ଲାଗୁଛି ବର୍ତ୍ତମାନ ତାଙ୍କର ଇଚ୍ଛା ପୂରଣ ହୋଇଛି। ବିକଶିତ ଦେଶଗୁଡ଼ିକରେ ବୃଦ୍ଧମାନଙ୍କ ସଂଖ୍ୟା ଅଧିକ ବୋଲି କୁହାଯାଏ। ବିକାଶଶୀଳ ଦେଶର ସୁବିଧା ଏବଂ ଚିକିତ୍ସା ବିକାଶ, ଯେଉଁ କାରଣରୁ ଗୁରୁତର ରୋଗ ପରେ ମଧ୍ୟ ମଣିଷକୁ ବଞ୍ଚାଇବା ସହଜ ଅଟେ। ଆର୍ଥିକ ଶକ୍ତି ଜଣକୁ ବ୍ୟୟବହୁଳ ଚିକିତ୍ସାର ଭାର ବହନ କରିବାକୁ ସକ୍ଷମ ହୋଇଥାଏ। ଆହୁରି ମଧ୍ୟ ଜନସଂଖ୍ୟା କମ୍‌ ହେତୁ ଲୋକ ଦୀଘଦିନ ବଞ୍ଚିଥାନ୍ତି। ଭାରତକୁ ଯୁବ ଦେଶ କୁହାଯାଏ। କିଛି ପ୍ରତିଶତକୁ ବାଦ୍‌ ଦେଲେ, ୧୦ ପରିବାର ମଧ୍ୟରୁ କେବଳ ଗୋଟେ କି ଦୁଇଟି ପରିବାର ଏକାଠି ରହିଥିବା ଦେଖିବାକୁ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri