ନୂଆଦିଲ୍ଲୀ,୧୭।୬: ପୁଣି ଏୟାର ଇଣ୍ଡିଆର ୨ଟି ବିମାନ ବାତିଲ କରାଯାଇଛି। ଦିଲ୍ଲୀରୁ ପ୍ୟାରିସ ଯିବାକୁ ଥିବା ବିମାନ ରଦ୍ଦ କରାଯାଇଥିବା ବେଳେ ପ୍ୟାରିସରୁ ଦିଲ୍ଲୀ ଆସିବାକୁ ଥିବା ବିମାନକୁ ମଧ୍ୟ ବାତିଲ କରାଯାଇଛି।
ଯାନ୍ତ୍ରିକ ତ୍ରୁଟି ଯୋଗୁ AI-143 ଏବଂ AI-142 ବିମାନକୁ ବାତିଲ କରାଯାଇଥିବା ନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚୁନା ଦିଆଯାଇଛି।


