Posted inଫୁରସତ

୧୪୬ ବର୍ଷ ପୂର୍ବେ ବିବାହ କରିଥିଲେ ଦମ୍ପତି: ମ୍ୟୁଜିୟମରେ ଅଣନାତୁଣୀଙ୍କୁ ମିଳିଲା ପ୍ରମାଣ

ଏକ ଦମ୍ପତି ୧୪୬ ବର୍ଷ ପୂର୍ବେ ବିବାହ କରିଥିଲେ। ଦେଢ଼ ଶତାବ୍ଦୀ ପରେ ଏବେ ତାଙ୍କ ଅଣନାତୁଣୀଙ୍କୁ ମିଳିଛି ବିବାହ ପ୍ରମାଣପତ୍ର। ଆମେରିକାର ନର୍ଥ କ୍ୟାରୋଲିନା ଥ୍ରିଫ୍ଟ ଷ୍ଟୋରରେ ୧୪୬ ବର୍ଷ ବିବାହର ଏକ ପ୍ରମାଣପତ୍ର ରହିଛି। ଏକ ଫ୍ରେମ୍‌ ଭିତରେ ଏହାକୁ ରଖାଯାଇଥିବା ଦେଖିବାକୁ ମିଳିଛି।

ବୋଲିବିୟାରେ ହୋପ ଚେଷ୍ଟ ମ୍ୟୁଜିୟମର ଜଣେ କର୍ମଚାରୀ ପାମ୍‌ ଫ୍ଲେପ୍ସ କହିଛନ୍ତି, ଜଣେ ଛୋଟ ଝିଅ ୧୮୮୯ରେ ହୋଇଥିବା ଏକ ପୁରୁଣା ପେଣ୍ଟିଂକୁ ସଫା କରୁଥିଲେ। ଏହି ସମୟରେ ୧୪୬ ବର୍ଷର ବିବାହ ପ୍ରମାଣପତ୍ର ଏକ ଫ୍ରେମ୍‌ ଭିତରୁ ମିଳିଥିଲା।

ଏହି ପ୍ରମାଣପତ୍ରରେ ଓ୍ବିଲୟମ ନାମକ ଜଣେ ବ୍ୟକ୍ତି କ୍ୟାଟି ନାମକ ଜଣେ ମହିଳାଙ୍କୁ ବିବାହ କରିଥିବା ଏଥିରୁ ଜଣାପଡ଼ିଥିଲା। ଏହି ଷ୍ଟୋର କର୍ମଚାରୀ ଜଣକ ତାଙ୍କ ସମ୍ପର୍କୀୟଙ୍କୁ ଖୋଜିଥିଲେ।

ଏହି ଦମ୍ପତିଙ୍କ ଅଣନାତୁଣୀ ଆଇନରିନ କୋର୍ନିସ କୁହନ୍ତି, ଯେଉଁ ଲୋକ ୧୪୬ ବର୍ଷ ପୂର୍ବେ ବିବାହ କରିଥିଲେ ସେ ଆହୁ କେହି ନୁହନ୍ତି, ତାଙ୍କ ଜେଜେ ଆଉ ଜେଜେ ମା’। ସେ କହିଛନ୍ତି ମୁଁ ଜାଣିନି ମ୍ୟୁଜିୟମରେ ଏହି ପ୍ରମାଣପତ୍ର କିପରି ପହଞ୍ଚତ୍ଲା। କେବଳ ଏତିକି ଜାଣିଛି ପାରିବାରିକ ପୁରୁଣା ସାମଗ୍ରୀ ମ୍ୟୁଜିୟମକୁ ଦାନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri