ଭୁଶୁଡୁଛି ମାଓବାଦୀଙ୍କ ଗଡ଼, ଏକାଥରେ ଆତ୍ମସମର୍ପଣ କଲେ ୧୦ ଦୁର୍ଦ୍ଦାନ୍ତ….

ଫୁଲବାଣୀ,୧୧।୩(ରାକେଶ କୁମାର ରାଉତ): ଫୁଲବାଣୀ ରିଜର୍ଭ ପୋଲିସ୍ ପଡ଼ିଆରେ ଆତ୍ମସମର୍ପଣ କଲେ ୧୦ ମାଓବାଦୀ  । ପାଖେଇ ଆସୁଛି ମାର୍ଚ୍ଚ ୩୧ ତାରିଖ। ସେପଟେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡିଶା ଆସି ଫେରି ଯାଇଛନ୍ତି । ପୋଲିସ ମାଓବାଦୀ ଅପରେସନକୁ ଆହୁରି ଜୋରଦାର କରିଛି । କନ୍ଧମାଳ ଏସପିଙ୍କ ପାଖରେ ବୁଧବାର ଏକାସାଙ୍ଗରେ ୧୦ ଜଣ ହାଇ-ପ୍ରୋଫାଇଲ୍ ମାଓବାଦୀ ନିଜର ବନ୍ଧୁକ ଫିଙ୍ଗି ଆତ୍ମସମର୍ପଣ କରିଛନ୍ତି। ଏହା ମାଓବାଦୀ ସଂଗଠନର ମେରୁଦଣ୍ଡକୁ ପୁରାପୁରି ଭାଙ୍ଗି ଦେଇଛି ।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ନାଁ ହେଉଛି ସାନୁ ପୋଟାମ ଓରଫ ନିତୁ, ଯାହାଙ୍କ ମୁଣ୍ଡ ଉପରେ ୫୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ସେହିପରି ସାନ୍ତାଏ ସଲାମ ଓରଫ ଅନୁପା (୨୨ ଲକ୍ଷ ଟଙ୍କା ପୁରସ୍କାର) ଏବଂ ଦୁଇ ଜଣ ଏରିଆ କମିଟି ସଭ୍ୟ ମଧ୍ୟ ନିଜର ଭୁଲ୍ ସ୍ୱୀକାର କରି ଗଣତନ୍ତ୍ର ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି । ଆତ୍ମସମର୍ପଣ ସମୟରେ ଏମାନେ ବହୁ ପରିମାଣର ମାରଣାସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ପଠାଇଲା ଓ଼୍ବାର ସିପ୍‌? ଆଲର୍ଟରେ ଇଣ୍ଡିଆନ ନେଭି…

ନୂଆଦିଲ୍ଲୀ,୧୧।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଆଉ ମଧ୍ୟପ୍ରାଚ୍ୟରେ ସୀମିତ ନାହିଁ; ଏହା ସିଧାସଳଖ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଏହି ଯୁଦ୍ଧ…

ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଲେ ଆଉ ଜଣେ ଅଭିନେତ୍ରୀ, ବିବାହର ୪ ବର୍ଷ ପରେ…

ମୁମ୍ବାଇ: ଏବେ ସେଲିବ୍ରିଟି ଛାଡ଼ପତ୍ର ତାଲିକାରେ ଯୋଡ଼ି ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ। ସେ ତାଙ୍କ ବ୍ୟବସାୟୀ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ସେମାନଙ୍କ ବିବାହରେ ଫାଟ ହେବାର…

ରେଳବାଇ ଉପରେ LPG ସଙ୍କଟ! ମାଇକ୍ରୋୱେଭ୍-ଇଣ୍ଡକ୍ସନ ବ୍ୟବହାର କରିବାକୁ IRCTCର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୧ା୩: ଦେଶବ୍ୟାପୀ ଏଲପିଜି ସିଲିଣ୍ଡରର ଅଭାବ ଏବେ ଭାରତୀୟ ରେଳବାଇର କ୍ୟାଟରିଂ ସେବାକୁ ପ୍ରଭାବିତ କରୁଛି। ଏହି ସଙ୍କଟ ଯୋଗୁଁ, ଭାରତୀୟ ରେଳବାଇ କ୍ୟାଟରିଂ ଏବଂ ପର୍ଯ୍ୟଟନ…

ଏୟାର ଇଣ୍ଡିଆ ଏକ୍ସପ୍ରେସର ହାର୍ଡ ଲ୍ୟାଣ୍ଡିଂ; ଭାଙ୍ଗିଲା ନୋଜ୍ ଗିୟର, ୧୩୩ ଯାତ୍ରୀ…..

ନୂଆଦିଲ୍ଲୀ,୧୧ା୩: ବୁଧବାର ଦିନ ଥାଇଲ୍ୟାଣ୍ଡର ଫୁକେଟ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ହାର୍ଡ ଲ୍ୟାଣ୍ଡିଂ ।ବିମାନ IX ୯୩୮ ହାର୍ଡ ଲ୍ୟାଣ୍ଡିଂ କରିବା ପରେ ଏକ ବଡ଼…

ନିଲମ୍ବିତ ହେଲେ ଫରେଷ୍ଟଗାର୍ଡ, ଏହି କାର୍ଯ୍ୟ ପାଇଁ ହେଡ୍‌ କ୍ୱାର୍ଟର୍ସରେ…

ପାଟଣା,୧୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନର ଫରେଷ୍ଟଗାର୍ଡ ହୃଦାନନ୍ଦ ମହାନ୍ତିଙ୍କୁ ମଙ୍ଗଳବାର ଡିଏଫ୍‌ଓ ଧନରାଜ ସରକାରୀ କାର୍ଯ୍ୟରେ ଅବହେଳା, ନିଆଁ ନିୟନ୍ତ୍ରଣରେ ବିଫଳ,…

ଯୁଦ୍ଧକୁ ନେଇ ମୋଦି ଦେଲେ ବଡ଼ ବୟାନ, ସିଧା କଲେ ଟାର୍ଗେଟ…

ନୂଆଦିଲ୍‌ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳରୁ ନିଜ ଭାଷଣରେ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଯୁଦ୍ଧ ବିଷୟରେ କହିବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ…

ଯୁଦ୍ଧ ପାଇଁ ବଢ଼ିବ ବିମାନ ଟିକେଟ୍‌ର ଦାମ୍‌, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୧୧ା୩: ଯଦି ବିମାନ ଯାତ୍ରା ପାଇଁ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ ଟିକେଟ୍‌ ପାଇଁ ଟିକେ ଅଧିକ ଦେୟ ଦେବାକୁ ପଡ଼ିପାରେ। ବିମାନ କମ୍ପାନୀଗୁଡ଼ିକର ବର୍ଦ୍ଧିତ ମୂଲ୍ୟ…

‘ଛାତ୍ରୀମାନେ ଶାରୀରିକ-ମାନସିକ ସ୍ତରରେ ସୁଦୃଢ଼ ହେବାକୁ ପଡିବ’

ଭଞ୍ଜନଗର,୧୧/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୮ ଦିନ ବ୍ୟାପି ଚାଲିଥିବା ବାଳିକା ଆତ୍ମରକ୍ଷା ତାଲିମ ଶିବିର ବୁଧବାର ଉଦଯାପିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri