Categories: ବାଣିଜ୍ୟ

କୃଷି ଭିତ୍ତିଭୂମି ବିକାଶ ଲାଗି ଲକ୍ଷେ କୋଟି

ନୂଆଦିଲ୍ଲୀ,୮।୭ : କୃଷି ଭିତ୍ତିଭୂମି ବିକାଶ ଲାଗି ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିଲାଗି ୧ ଲକ୍ଷ କୋଟି ଟଙ୍କାର ଏଗ୍ରି ଇନ୍‌ଫ୍ରା ଫଣ୍ଡ ଗଠନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ନଭେମ୍ବର ଯାଏ ବଢାଇବା ନେଇ ନିଷ୍ପତ୍ତି ହୋଇଛି। ଏହାର ଅବଧି ଜୁନ ଯାଏ ଥିବା ବେଳେ ସରକାର ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ଅବଧି ବଢ଼ାଇ ଦିଆଯାଇଛି।

Share