Categories: ବାଣିଜ୍ୟ

୪୨ ହଜାର ଟପିବ ସେନ୍‌ସେକ୍ସ: ରୟଟର୍ସ ପୋଲ୍‌

ମୁମ୍ବାଇ,୨୪-୫: ଏନ୍‌ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରୁଥିବାରୁ ନିବେଶକଙ୍କ ଭରସା ବଢ଼ିଛି ଏବଂ ଚଳିତ ଆର୍ଥିକ ବର୍ଷରେ ସେନ୍‌ସେକ୍ସ ୪୨ ହଜାର ପଏଣ୍ଟ ଟପିଯିବ ବୋଲି ରୟଟର୍ସ ପୋଲ୍‌ରୁ ସ୍ପଷ୍ଟ ହୋଇଛି। ପ୍ରାୟ ୫୦ ଜଣେ ଆର୍ଥିକ ବିଶେଷଜ୍ଞଙ୍କ ମତାମତ ଆଧାରରେ ହୋଇଥିବା ଏହ ପୋଲ୍‌ରେ କୁହାଯାଇଛି ଯେ, ମୋଦି ସରକାର ପୁନର୍ବାର କ୍ଷମତାକୁ ଆସିଥିବାରୁ ଚଳିତବର୍ଷ ଶେଷ ସୁଦ୍ଧା ଷ୍ଟକ୍‌ ବଜାର ୮% ପର୍ଯ୍ୟନ୍ତ ବଢ଼ିବ।

Share