Categories: ଜାତୀୟ

୪୦ ଫୁଟ ଉଚ୍ଚତାରୁ ଝୁଲି ରହି ମନ୍ତ୍ରୀ ଦେଲେ ଫିଟ୍‌ ରହିଥିବାର ସଙ୍କେତ

ଭୋପାଳ,୪।୧୨: ମଧ୍ୟପ୍ରଦେଶର ଖେଳ ଓ ଯୁବ କଲ୍ୟାଣ ମନ୍ତ୍ରୀ ଜିତୁ ପଟଓ୍ବାରୀ ନିଜେ ଫିଟ୍‌ ରହିଥିବା ନେଇ ଏକ ନିଆରା ଢ଼ଙ୍ଗରେ ସଙ୍କେତ ଦେଇଛନ୍ତି। ସେ ୪୦ ଫୁଟ ଉଚ୍ଚତାରୁ ଝୁଲି ରହି ଏଭଳି କରିଛନ୍ତି। ଏହା ସହିତ ସେ ହାତରେ ମାଇକ୍ରୋଫୋନ୍‌ ଧରି ସମସ୍ତଙ୍କୁ ଫିଟ୍‌ ରହିବା ପାଇଁ ଆହ୍ବାନ ଜଣାଇଛନ୍ତି। ସେ ଦେଶର ସମସ୍ତ ଖେଳ ମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ୍‌ ମଧ୍ୟ ଦେଇଛନ୍ତି।

Share