Categories: Video

୩୪ ବର୍ଷରେ ସୁଶାନ୍ତଙ୍କ ଆତ୍ମହତ୍ୟା

ମାତ୍ର ୩୪ ବର୍ଷରେ ଆତ୍ମହତ୍ୟା କରିଛନ୍ତି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ । ସେ କେଉଁ କାରଣ ଲାଗି ଆତ୍ମହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଦର୍ଶକ ଶେଷଥର ଲାଗି ‘ଛିଛୋରେ’ ରେ ତାଙ୍କୁ ଦେଖିବାକୁ ପାଇଥିଲେ । ତାଙ୍କ ଆତ୍ମହତ୍ୟା ଖବର ଅନେକଙ୍କୁ ସ୍ତବ୍ଘ କରିଛି ।