Categories: ବାଣିଜ୍ୟ

ୟୁନିୟନ ବ୍ୟାଙ୍କ ପକ୍ଷରୁ ସହାୟତା

ଭୁବନେଶ୍ୱର,୨୦।୪:ସମଗ୍ର ବିଶ୍ୱ ଏବଂ କୋଭିଡ୍‌-୧୯ ସହ ଲଢ଼େଇ ଜାରି ରଖିଛି। ଏଭଳି ସ୍ଥିତିରେ ମାନବ ଜାତି ପ୍ରତି ଦୟା ଏବଂ ସହାନୁଭୂତିର ହାତ ବଢ଼ାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ଅଧିକାରୀମାନେ ଏକ ଆଦର୍ଶ ମଡେଲ ସ୍ଥାପନ କରିଛନ୍ତି। ବ୍ୟାଙ୍କର ଅଧିକାରୀମାନେ ମିଳିତ ଭାବେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ୩୦୦ ପରିବାରକୁ ରାଶନ ସାମଗ୍ରୀ ବଣ୍ଟନ କରିଛନ୍ତି।

Share