Categories: ଜାତୀୟ

ୟାସିନ ମଲିକଙ୍କ ବିରୋଧରେ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୫ା୧୦(ପି.ଟି.): ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଜେକେଏଲ୍‌ଏଫ୍‌ ମୁଖ୍ୟ ୟାସିନ ମଲିକଙ୍କ ସମେତ ୫ ଜଣଙ୍କ ବିରୋଧରେ ଏନ୍‌ଆଇଏ ଦିଲ୍ଲୀ ଅଦାଲତରେ ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ କରିଛି। ଏଥିରେ ଜମ୍ମୁ-କଶ୍ମୀରର ପୂର୍ବତନ ବିଧାୟକ ରଶିଦ ଇଞ୍ଜିନିୟରଙ୍କ ସମେତ ବିଚ୍ଛିନ୍ନତାବାଦୀ ନେତା ଆସିୟା ଅନ୍‌ଦ୍ରାବି, ଶବୀର ଶାହ ଏବଂ ମସରତ ଆଲମ ଭଟ୍ଟଙ୍କ ନାଁ ରହିଛି। ଅକ୍ଟୋବର ୨୩ରେ ଅତିରିକ୍ତ ଦୌରାଜଜ୍‌ ରାକେଶ ସୟାଲ ଏହାକୁ ଅନୁଧ୍ୟାନ କରିବେ।

Share