Categories: ଫୁରସତ

ହ୍ବାଟ୍‌ସ୍‌ଆପ୍‌ ମେସେଜ୍‌ରେ ବଢୁଛି ଶର୍ଟଫର୍ମର ବ୍ୟବହାର, କେଉଁଟି କ’ଣ ସୂଚାଏ ଜାଣନ୍ତୁ…

ଆଜିକାଲି ହ୍ବାଟ୍‌ସ୍‌ଆପ୍‌ର ବହୁଳ ବ୍ୟବହାର କରାଯାଉଛି। ଏଥିରେ ଇଂରାଜୀ ହେଉ କି ହିନ୍ଦୀ, ସବୁଥିରେ ଶର୍ଟଫର୍ମ ବ୍ୟବହାର କରାଯାଇ ମେସେଜ୍‌ ପଠାଯାଉଛି। ଯଦି କିଛି ମଜାଳିଆ କଥା କୁହାଯାଏ ତେବେ ପାଟିରୁ ସ୍ବତଃ ପ୍ରବୃତ୍ତ ଭାବେ LoL ବାହାରିପଡ଼େ। ସେମିତି ଆଉ କିଛି ଶବ୍ଦ ରହିଛି ଯାହାକୁ ଆମେ ଶର୍ଟରେ ବ୍ୟବହାର କରିଥାଉ। ଜାଣନ୍ତୁ ଏ ସମ୍ପର୍କରେ…


ଏଇଯେମିତି BFF ଅର୍ଥାତ Best friend forever ସେହିପରି TTYL : Talk to you later, OMG – oh my God, LOL : Laughing out Loud, ROTFL : Rolling on the floor Laughing, FO’ Sho’ : for sure ଇତ୍ୟାଦି।

ସେହିପରି କିଛି ଇମୋଜି ରହିଛି ଯାହାକୁ ଆମେ ପ୍ରେମ, ବିଚ୍ଛେଦ, ହସ, ଦୁଃଖ, କାନ୍ଦ, ରାଗରେ ବ୍ୟବହାର କରିଥାଉ।

Share