ହସ୍ପିଟାଲ ନିକଟରେ ବିସ୍ଫୋରଣ: ୩ ମୃତ, ୮ ଆହତ

ଇସଲାମାବାଦ,୨୧।୭: ପାକିସ୍ତାନର ଡେରା ଇସମେଲ ଖାଁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଟ୍ରମା ସେଣ୍ଟରରେ ରବିବାର ହୋଇଥିବା ଏକ ଆତ୍ମଘାତୀ ବୋମା ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୮ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଏହି ବିସ୍ଫୋରଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନ ଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Share