Categories: ବାଣିଜ୍ୟ

ସ୍ବସ୍ତି ଗ୍ରୁପ୍‌ ପକ୍ଷରୁ ୧୦ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର,୧୨-୫: ସ୍ବସ୍ତି ଗ୍ରୁପ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଗ୍ରୁପର ଉପସଭାପତି ପ୍ରିୟନାଥ ବେହେରା ମୁଖ୍ୟ ମନ୍ତ୍ରୀଙ୍କୁ ଏହି ଚେକ୍‌ ହସ୍ତାନ୍ତର କରିଛନ୍ତି। ସେହିଭଳି ଗ୍ରୁପର ସ୍ବସ୍ତି ଗ୍ରାଣ୍ଡ, ସ୍ବସ୍ତି ପ୍ରିମିୟମ, ଗୋପାଳପୁର ପାମ ରିସୋର୍ଟ, ସ୍ବସ୍ତି ଚିଲିକା ରିସୋର୍ଟର ସ୍ବାଭାବିତ ସ୍ଥିତିକୁ ଫେରିଥିବା ଏହାର ସିଏମ୍‌ଡି ଜେ.କେ. ମହାନ୍ତି ସୂଚନା ଦେଇଛନ୍ତି।

Share